ନିର୍ବାଚନ କମିଶନରେ ପଶିଲା କରୋନା

ନୂଆଦିଲ୍ଲୀ: ମହମାରୀ କରୋନା ଭାଇରସ ଶେଷରେ ଦେଶର ନିର୍ବାଚନ କମିଶନରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ନିର୍ବାଚନ କମିଶନର ଇଭିଏମ ଡିଭିଜନର ଆସିଷ୍ଟାଣ୍ଟ ସେକସନ ଅଫିସର ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଅଧିକାରୀ ଜଣଙ୍କ କରୋନାରେ ସଂକ୍ରମିତ ହେବା ପରେ କାର୍ଯ୍ୟାଳୟର ଦ୍ୱିତୀୟ ମହଲାକୁ ସିଲ କରି ସାନିଟାଇଜ କରାଯାଇଛି। ତେବେ ବଲଡିଂ ଅନ୍ୟ ମହଲାରେ ଥିବା ଅଫିସ ଗୁଡ଼ିକ ପୂର୍ବଭଳି କାର୍ଯ୍ୟ କରିବ ବୋଲି କୁହାଯାଇଛି। ଅଧିକାରୀ ଜଣଙ୍କ ରିପୋର୍ଟ ପଜିଟିଭ ଆସିବାରୁ ନିର୍ବାଚନ […]

d

d

Hemant Lenka
  • Published: Monday, 08 June 2020
  • Updated: 08 June 2020, 03:21 PM IST

Sports

Latest News

ନୂଆଦିଲ୍ଲୀ: ମହମାରୀ କରୋନା ଭାଇରସ ଶେଷରେ ଦେଶର ନିର୍ବାଚନ କମିଶନରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ନିର୍ବାଚନ କମିଶନର ଇଭିଏମ ଡିଭିଜନର ଆସିଷ୍ଟାଣ୍ଟ ସେକସନ ଅଫିସର ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଅଧିକାରୀ ଜଣଙ୍କ କରୋନାରେ ସଂକ୍ରମିତ ହେବା ପରେ କାର୍ଯ୍ୟାଳୟର ଦ୍ୱିତୀୟ ମହଲାକୁ ସିଲ କରି ସାନିଟାଇଜ କରାଯାଇଛି।

ତେବେ ବଲଡିଂ ଅନ୍ୟ ମହଲାରେ ଥିବା ଅଫିସ ଗୁଡ଼ିକ ପୂର୍ବଭଳି କାର୍ଯ୍ୟ କରିବ ବୋଲି କୁହାଯାଇଛି। ଅଧିକାରୀ ଜଣଙ୍କ ରିପୋର୍ଟ ପଜିଟିଭ ଆସିବାରୁ ନିର୍ବାଚନ କମିଶନରେ ଆତଙ୍କ ଖେଳି ଯାଇଛି। ଅଧିକାରୀ ଜଣଙ୍କ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ଏକାଧିକ ଅଧିକାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story