ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ୧୦୨ ବର୍ଷ ବୟସରେ ଦେଲେ ଭୋଟ୍‌

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମ ଶରନ ନେଗୀ ଆଜି ହିମାଚଳ ପ୍ରଦେଶର କଳ୍ପା ଗାଁର ଏକ ବୁଥ୍‌ରେ ତାଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶ୍ରୀ ନେଗୀଙ୍କୁ ୧୦୨ ବର୍ଷ ହୋଇଥିବା ବେଳେ ସେ ସ୍ୱାଧୀନତା ପରେ ୧୯୫୨ରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମେ ଭୋଟ୍‌ ଦେଇଥିଲେ। ଆଜି ନେଗୀ କଳ୍ପାର ବୁଥରେ ଭୋଟ୍‌ ଦେବାକୁ ଥିବାରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରେଡ୍‌ କାର୍ପେଟରେ ଚାଲିଚାଲି ଶ୍ରୀ ନେଗୀ ବୁଥ୍‌ ମଧ୍ୟକୁ ପ୍ରବେଶ […]

ss

ss

Hemant Lenka
  • Published: Sunday, 19 May 2019
  • Updated: 19 May 2019, 03:50 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମ ଶରନ ନେଗୀ ଆଜି ହିମାଚଳ ପ୍ରଦେଶର କଳ୍ପା ଗାଁର ଏକ ବୁଥ୍‌ରେ ତାଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶ୍ରୀ ନେଗୀଙ୍କୁ ୧୦୨ ବର୍ଷ ହୋଇଥିବା ବେଳେ ସେ ସ୍ୱାଧୀନତା ପରେ ୧୯୫୨ରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମେ ଭୋଟ୍‌ ଦେଇଥିଲେ। ଆଜି ନେଗୀ କଳ୍ପାର ବୁଥରେ ଭୋଟ୍‌ ଦେବାକୁ ଥିବାରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରେଡ୍‌ କାର୍ପେଟରେ ଚାଲିଚାଲି ଶ୍ରୀ ନେଗୀ ବୁଥ୍‌ ମଧ୍ୟକୁ ପ୍ରବେଶ କରିଥିଲେ।

ଭୋଟ୍‌ ଦେବା ପୂର୍ବରୁ ଶ୍ରୀ ନେଗୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ ଯେ “ପ୍ରତ୍ୟେକ ନାଗରିକ ଭୋଟ୍‌ ଦେବା ଦରକାର। ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଏକ ନିର୍ଦ୍ଦିଷ୍ଟ ଦଳର ରାଜନେତାଙ୍କୁ ନୁହେଁ ବରଂ ଜଣେ ସଚ୍ଚୋଟ ଲୋକଙ୍କୁ ବାଛିବା ଦରକାର।”

ନେଗୀ ଆଜି ଭୋଟ୍‌ ଦେବାର ଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ଗାଡ଼ି ପଠାଇ ବୁଥ ନିକଟକୁ ଅଣା ଯାଇଥିଲା। ତାଙ୍କ ସହ ଡାକ୍ତରମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଶ୍ରୀ ନେଗୀ ପ୍ରଥମ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ୍‌ରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ସ୍କୁଲଟି ୧୮୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ବୁଥ୍‌ରେ ହିଁ ୧୯୫୨ରେ ଶ୍ରୀ ନେଗୀ ପ୍ରଥମେ ଭୋଟ୍‌ ଦେଇଥିଲେ। ସେବେଠାରୁ ୧୬ଟି ଲୋକସଭା ନିର୍ବାଚନରେ ଶ୍ରୀ ନେଗୀ ଭୋଟ ଦେଇ ଆସୁଛନ୍ତି। ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନେଗି ୧୯୧୭ ମସିହା ଜୁଲାଇ ୧ରେ ଜନ୍ମ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story