ନନ୍ଦାଦେବୀ ପର୍ବତରେ ବରଫ ସ୍ଖଳନ: ମିଳିଲା ୫ ଜଣଙ୍କ ମୃତଦେହ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତରେ ବରଫ ସ୍ଖଳନ ଯୋଗୁ ନିଖୋଜ ଥିବା ୮ ପର୍ବତ ଆରୋହୀଙ୍କ ମଧ୍ୟରୁ ଆଜି ୫ ଜଣଙ୍କ ମୃତଦେହ ଠାବ ହୋଇଛି। ବାୟୁସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏଗୁଡ଼ିକ ଠାବ ହୋଇଛି। ନନ୍ଦା ଦେବୀ ହେଉଛି ଭାରତର ଦ୍ୱିତୀୟ ଉଚ୍ଚତମ ପର୍ବତ। ଶୁକ୍ରବାର ୮ ଜଣ ପର୍ବତ ଆରୋହୀ ଏହା ଉପରକୁ ଚଢ଼ୁଥିବା ବେଳେ ବରଫ ସ୍ଖଳନ ହୋଇଥିଲା। ସେବେଠାରୁ ସେମାନେ ନିଖୋଜ ରହିଥିଲେ। ଏହି ନିଖୋଜ […]

sa

sa

Hemant Lenka
  • Published: Monday, 03 June 2019
  • Updated: 03 June 2019, 04:57 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତରେ ବରଫ ସ୍ଖଳନ ଯୋଗୁ ନିଖୋଜ ଥିବା ୮ ପର୍ବତ ଆରୋହୀଙ୍କ ମଧ୍ୟରୁ ଆଜି ୫ ଜଣଙ୍କ ମୃତଦେହ ଠାବ ହୋଇଛି। ବାୟୁସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏଗୁଡ଼ିକ ଠାବ ହୋଇଛି। ନନ୍ଦା ଦେବୀ ହେଉଛି ଭାରତର ଦ୍ୱିତୀୟ ଉଚ୍ଚତମ ପର୍ବତ।

ଶୁକ୍ରବାର ୮ ଜଣ ପର୍ବତ ଆରୋହୀ ଏହା ଉପରକୁ ଚଢ଼ୁଥିବା ବେଳେ ବରଫ ସ୍ଖଳନ ହୋଇଥିଲା। ସେବେଠାରୁ ସେମାନେ ନିଖୋଜ ରହିଥିଲେ। ଏହି ନିଖୋଜ ପର୍ବତ ଆରୋହୀଙ୍କ ମଧ୍ୟରେ ୪ ଜଣ ବ୍ରିଟେନର ହୋଇଥିବା ବେଳେ ୨ ଜଣ ଆମେରିକାର ଓ ଭାରତ ଏବଂ ଅଷ୍ଟ୍ରେଲିଆର ଜଣେ ଲେଖାଏ ବ୍ୟକ୍ତି ଥିଲେ।

ରବିବାର ଦିନ ପର୍ବତର ଦ୍ୱିତୀୟ ବେସ୍‌ କ୍ୟାମ୍ପରୁ ଉଦ୍ଧାର ହୋଇଥିବା ପର୍ବତ ଆରୋହୀ ମାର୍କ ଟମାସ ଆଜି ବାୟୁସେନାର ହେଲିକପ୍ଟରରେ ଯାଇ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ। ଏହି ସମୟରେ ‌ଟମାସ କିଛି ସ୍ଥାନର ଫଟୋ ଉଠାଇଥିଲେ। ଏହି ଫଟୋରୁ ହିଁ ନିଖୋଜ ୮ ଜଣ ପର୍ବତ ଆରୋହୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଠାବ ହୋଇଥିଲା।

ପର୍ବତ ଆରୋହୀମାନେ ରାତିରେ ଯେଉଁ ସ୍ଥାନରେ କ୍ୟାମ୍ପ କରିଥିଲେ, ସେହିଠାରେ ହିଁ ବରଫ ସ୍ଖଳନ ହୋଇଥିଲା। ଏବେ ମୃତଦେହ ଗୁଡ଼ିକୁ କେମିତି ଉଦ୍ଧାର କରାଯିବ, ସେନେଇ ବ୍ୟବସ୍ଥା କରାଯାଉଛି। ୨୧,୨୫୦ ଫୁଟ ଉଚ୍ଚର ଏହି ବରଫ ପର୍ବତ ଉପରକୁ ଯିବା ପାଇଁ ମେ’ ୧୩ରୁ ୮ ଜଣ ପର୍ବତ ଆରୋହୀ ଉଦ୍ୟମ କରିଥିଲେ। ଏହି ଟିମ୍‌ର ନେତୃତ୍ୱ ବ୍ରିଟିଶ ପର୍ବତ ଆରୋହୀ ମାର୍ଟିନ ମୋରାନ ନେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story