ସ୍କୁଲ ପିଲାଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର, ୫ ମୃତ

ବେଜିଂ: ସ୍କୁଲ ଛୁଟି ହେବାପରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଏକାଠି ରାସ୍ତା ପାର ହେଉଥିଲେ। କିନ୍ତୁ ଏହି ସମୟରେ ଏକ ଦ୍ରୁତଗାମୀ କାର ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଚାଲିଯାଇଛି। ଏଥିସହ ଅନ୍ୟ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ଚୀନ୍‌ର ହୁଲୁଡାଓଠାରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ପୁଲିସ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏହା ଦୁର୍ଘଟଣା ନା ଏହା ପଛରେ କୌଣସି […]

u

u

Hemant Lenka
  • Published: Thursday, 22 November 2018
  • Updated: 22 November 2018, 03:19 PM IST

Sports

Latest News

ବେଜିଂ: ସ୍କୁଲ ଛୁଟି ହେବାପରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଏକାଠି ରାସ୍ତା ପାର ହେଉଥିଲେ। କିନ୍ତୁ ଏହି ସମୟରେ ଏକ ଦ୍ରୁତଗାମୀ କାର ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଚାଲିଯାଇଛି। ଏଥିସହ ଅନ୍ୟ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି।

ଚୀନ୍‌ର ହୁଲୁଡାଓଠାରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ପୁଲିସ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏହା ଦୁର୍ଘଟଣା ନା ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି, ତା’ର ତଦନ୍ତ ଚାଲିଛି।

ଅନ୍‌ଭେରିଫାଏଡ୍‌ ଭିଡିଓରୁ ଜଣା ପଡ଼ୁଛି ଯେ କାରଟି ବିପରୀତ ଦିଗରୁ ଆସି ସ୍କୁଲ ପିଲାଙ୍କୁ ଧକ୍କା ଦେଇଥିଲା। ତେବେ କୌଣସି ଗଣମାଧ୍ୟମ ଏହାର ଭିଡିଓ ବ୍ୟବହାର କରିନାହାନ୍ତି। ଏହା କେବଳ ସୋଶାଲ୍‌ ମିଡିଆରେ ହିଁ ଭାଇରାଲ୍‌ ହୋଇଛି।

ଏଥିରେ ସତ୍ୟତା ରହିଛି କି ନାହିଁ ଜଣାପଡ଼ି ନାହିଁ। ସେହିପରି ଅନ୍ୟ ଏକ ଭିଡିଓରେ ଦୁଇ ଜଣ ଛୋଟ ଛୁଆ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ହେଲେ ଏହି ଭିଡିଓର ସତ୍ୟାସତ୍ୟ ମଧ୍ୟ ଜଣାପଡ଼ିନାହିଁ।

ପୂର୍ବରୁ ଏକ ସ୍କୁଲ ବାହାରେ କିଛି ଛାତ୍ରଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିଲା। ଏହା ସହ ଏଭଳି ଦୁର୍ଘଟଣାର ସମ୍ପର୍କ ରହିଛି କି ନାହିଁ, ପୁଲିସ୍‌ ତା’ର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story