ବାଦଲଫଟା ବର୍ଷା : ସ୍କୁଲ, କଲେଜ ଓ ସରକାରୀ ଅଫିସ ଛୁଟି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁ ସେରାଘାଟ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଗୁରୁତର ପ୍ରଭାବିତ ହୋଇଛି । ପିଥୋରଗଡ ଅଂଚଳରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି।  ଆଜି ସକାଳେ ବାଦଲଫଟା ବର୍ଷା ଯୋଗୁ  ସେରାଘାଟ ହାଇଡ୍ରୋ  ପାୱାର ପ୍ରୋଜେକ୍ଟକୁ ଅନେକ ପରିମାଣରେ ପାଣି ପ୍ରବେଶ କରିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।  ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ  । ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ଧସି […]

rain

rain

Rakesh Mallick
  • Published: Monday, 02 July 2018
  • Updated: 02 July 2018, 08:03 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁ ସେରାଘାଟ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଗୁରୁତର ପ୍ରଭାବିତ ହୋଇଛି । ପିଥୋରଗଡ ଅଂଚଳରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି।  ଆଜି ସକାଳେ ବାଦଲଫଟା ବର୍ଷା ଯୋଗୁ  ସେରାଘାଟ ହାଇଡ୍ରୋ  ପାୱାର ପ୍ରୋଜେକ୍ଟକୁ ଅନେକ ପରିମାଣରେ ପାଣି ପ୍ରବେଶ କରିଛି।

ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।  ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ  । ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ଧସି ଯାଇଥିବାରୁ ଯାନବାହନ ଚଳାଚଳ ଗୁରୁତର  ପ୍ରଭାବିତ ହୋଇଛି ।  ମୁନସିଆରି ଅଂଚଳରେ ଗତ ୧୨ ଘଣ୍ଟା ମଧ୍ୟରେ ୨୫୦ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।  ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି  । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବାର ଆଶଙ୍କା  କରାଯାଉଥିବାରୁ ସ୍ଥିତି ଆହୁରି ଗମ୍ଭୀର ହେବାର ଅନୁମାନ କରାଯାଉଛି ।  ପରିସ୍ଥିତିକୁ ନଜରରେ ରଖି ସ୍କୁଲ, କଲେଜ ଓ ସରକାରୀ ଅଫିସକୁ ଛୁଟି ଘୋଷଣା କରାଯାଇଛି । ପୂର୍ବରୁ ୨୦୧୩ରେ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା  ସହ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story