ଫ୍ଲୋରିଡାର ଏକ ନାଇଟ୍‌ କ୍ଲବ୍‌ରେ ଗୁଳିମାଡ, ୨୦ ମୃତ, ୪୨ ଆହତ

ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ଏକ ନାଇଟ୍‌ କ୍ଲବ୍‌ରେ ରବିବାର ଗୁଳିକାଣ୍ଡ ଘଟିଛି। କିଛି ଅଜଣା ବ୍ୟକ୍ତି ନାଇଟ୍‌ କ୍ଲବ ଭିତରକୁ ପ୍ରବେଶ କରି ଆଖିବୁଜା ଗୁଳି ଚାଳନା କରିବା ସହ ଶତାଧିକ ଲୋକଙ୍କୁ ପଣବନ୍ଦି ରଖିଥିବା ଜଣାପଡିଛି। ଏହି ଗୁଳିମାଡରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୨ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳିବିନିମୟ ଲାଗି ରହିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ସୁରକ୍ଷା କର୍ମୀମାନେ ବିଲ୍ଡିଂ ଚାରିପଟେ ଘେରି ରହି ଧୀରେ […]

Florida nightclub

Florida nightclub

Rakesh Mallick
  • Published: Sunday, 12 June 2016
  • Updated: 04 May 2017, 03:44 PM IST

Sports

Latest News

ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ଏକ ନାଇଟ୍‌ କ୍ଲବ୍‌ରେ ରବିବାର ଗୁଳିକାଣ୍ଡ ଘଟିଛି। କିଛି ଅଜଣା ବ୍ୟକ୍ତି ନାଇଟ୍‌ କ୍ଲବ ଭିତରକୁ ପ୍ରବେଶ କରି ଆଖିବୁଜା ଗୁଳି ଚାଳନା କରିବା ସହ ଶତାଧିକ ଲୋକଙ୍କୁ ପଣବନ୍ଦି ରଖିଥିବା ଜଣାପଡିଛି। ଏହି ଗୁଳିମାଡରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୨ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ପୋଲିସ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳିବିନିମୟ ଲାଗି ରହିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ସୁରକ୍ଷା କର୍ମୀମାନେ ବିଲ୍ଡିଂ ଚାରିପଟେ ଘେରି ରହି ଧୀରେ ଧୀରେ ଲୋକଙ୍କୁ ନାଇଟ୍‌ କ୍ଲବ୍‌ ମଧ୍ୟରୁ ଉଦ୍ଧାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story