ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ୍‌

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଲୱେ ଷ୍ଟେସନ୍‌ ନିକଟରେ ଏକ ଫୁଟ୍‌ ଓଭରବ୍ରିଜ୍‌ ଭୁଶୁଡ଼ିଥିବା ସୂଚନା ମିଳିଛି। ଏଥିରେ ୫ ଜଣ ପ୍ରାଣ ହରାଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର ସବୁଠାରୁ ଜନଗହଳିପୂର୍ଣ୍ଣ ଏହି ଷ୍ଟେସନ୍‌ରେ ବ୍ରିଜ୍‌ର କ୍ଷମତାଠାରୁ ଅଧିକ ଲୋକ ଏହି ସମୟରେ ଏକାଠି ବ୍ରିଜ୍‌ ଉପରେ ଯିବାରୁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି ବୋଲି ମୁମ୍ବାଇ ପୁଲିସ୍‌ ପକ୍ଷରୁ […]

bmc

bmc

Subrat Kumar Nayak
  • Published: Thursday, 14 March 2019
  • Updated: 14 March 2019, 09:41 PM IST

Sports

Latest News

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଲୱେ ଷ୍ଟେସନ୍‌ ନିକଟରେ ଏକ ଫୁଟ୍‌ ଓଭରବ୍ରିଜ୍‌ ଭୁଶୁଡ଼ିଥିବା ସୂଚନା ମିଳିଛି। ଏଥିରେ ୫ ଜଣ ପ୍ରାଣ ହରାଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର ସବୁଠାରୁ ଜନଗହଳିପୂର୍ଣ୍ଣ ଏହି ଷ୍ଟେସନ୍‌ରେ ବ୍ରିଜ୍‌ର କ୍ଷମତାଠାରୁ ଅଧିକ ଲୋକ ଏହି ସମୟରେ ଏକାଠି ବ୍ରିଜ୍‌ ଉପରେ ଯିବାରୁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି ବୋଲି ମୁମ୍ବାଇ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ୍‌ ପକ୍ଷରୁ କୁହାଯାଇଛି, ଛତ୍ରପତି ଷ୍ଟେସନ୍‌ର ପ୍ଲାଟଫର୍ମ ୧ ଉତ୍ତରକୁ ଟାଇମ୍ସ ଅଫ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ଥିବା ବିଟି ଲେନ୍‌କୁ ଏହି ବ୍ରିଜ୍‌ ଯୋଡ଼ୁଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ଏହାର ମରାମତି ଚାଲୁ ରହିଥିଲା। କିନ୍ତୁ ବ୍ରିଜ୍‌ର ବ୍ୟବହାର ବନ୍ଦ କରାଯିବା ବଦଳରେ ଏହାକୁ ଚିରାଚରିତ ଭାବରେ ଖୋଲା ରଖାଯାଇଥିଲା। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍‌ ବ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ଯାତ୍ରୀଙ୍କୁ ବିକଳ୍ପ ରାସ୍ତାରେ ଯିବାକୁ ମୁମ୍ବାଇ ପୁଲିସ୍‌ ପକ୍ଷରୁ ଅନୁରୋଧ କରାଯାଇଛି। ଶେଷ ଖବର ସୁଦ୍ଧା ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିସାରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅନ୍ଧେରୀଠାରେ ଏଭଳି ଏକ ଘଟଣା ଘଟିବା ପରେ ବିଭିନ୍ନ ଫୁଟ୍‌ ଓଭର ବ୍ରିଜ୍‌ର ଅଡିଟ୍‌ କରାଯାଇଥିଲା। କିନ୍ତୁ ଏହି ଓଭରବ୍ରିଜ୍‌ ଏଥିରେ ସାମିଲ ନଥିଲା। ଏହାର ୯ ମାସ ଆଗରୁ ଏଲ୍‌ଫିନ୍‌ଷ୍ଟୋନ୍‌ ଫୁଟ୍‌ ଓଭର ବ୍ରିଜ୍‌ଠାରେ ଦଳାଚକଟା କାରଣରୁ ୨୩ ଜଣଙ୍କର ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story