ରାଜ୍ୟସଭା ଓ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ମିଶିବେ ଶେଖର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ନୀରଜ ଶେଖର ଆଜି ଦଳ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। ନୀରଜ ଶେଖର ହେଉଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ। ୫୦ ବର୍ଷୀୟ ଶେଖରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆସନ୍ତାବର୍ଷ ପର୍ଯ୍ୟନ୍ତ ରହିଥିଲା। ତାଙ୍କୁ ବିଜେପି ପୁଣିଥରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ପଠାଇବ ବୋଲି ଜଣାପଡ଼ିଛି। ୨୦୦୭ରେ ଶେଖର ତାଙ୍କ ବାପାଙ୍କ ଆସନ ବଲିଆରେ ଅନୁଷ୍ଠିତ ଉପ […]

rts

rts

Hemant Lenka
  • Published: Monday, 15 July 2019
  • Updated: 15 July 2019, 08:52 PM IST

Sports

Latest News

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ନୀରଜ ଶେଖର ଆଜି ଦଳ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।

ନୀରଜ ଶେଖର ହେଉଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ। ୫୦ ବର୍ଷୀୟ ଶେଖରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆସନ୍ତାବର୍ଷ ପର୍ଯ୍ୟନ୍ତ ରହିଥିଲା। ତାଙ୍କୁ ବିଜେପି ପୁଣିଥରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ପଠାଇବ ବୋଲି ଜଣାପଡ଼ିଛି।

୨୦୦୭ରେ ଶେଖର ତାଙ୍କ ବାପାଙ୍କ ଆସନ ବଲିଆରେ ଅନୁଷ୍ଠିତ ଉପ ନିର୍ବାଚନରେ ସମାଜବାଦୀ ଟିକେଟରୁ ବିଜୟୀ ହୋଇଥିଲେ। ଏହି ଆସନରୁ ସେ ୨୦୦୯ରେ ମଧ୍ୟ ଜିତିଥିଲେ।

ତେବେ ଚଳିତ ବର୍ଷ ନିର୍ବାଚନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ତାଙ୍କ ପୁରୁଣା ଆସନ ବଲିଆ ପାଇଁ ଟିକେଟ୍‌ ଦେଇ ନଥିଲେ। ଏହାକୁ କେନ୍ଦ୍ର କରି ଅଖିଲେଶଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story