ଚାକିରୀ ଓ ବାହା ହେବାର ସମ୍ଭାବନା ନଥିବାରୁ ଯୁବକଙ୍କ ଇଚ୍ଛାମୃତ୍ୟୁ ଆବେଦନ

ମୁମ୍ବାଇ: ଅସ୍ଥିର କ୍ୟାରିଅର ଏବଂ ବିବାହର କୌଣସି ସମ୍ଭାବନା ନଥିବା କାରଣରୁ ହତାଶ ହୋଇପଡ଼ିଥିବା ଜଣେ ଯୁବକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ କାର୍ଯ୍ୟାଳୟକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି। ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ୧୫ରୁ ୨୦ ଦିନ ତଳେ ସମ୍ପୃକ୍ତ ଯୁବକ ଏହି ଚିଠି ପଠାଇଥିଲେ। ସେ ତାଙ୍କ କ୍ୟାରିଅର ଏବଂ ବାହାଘରକୁ ନେଇ ଚିନ୍ତିତ ଥିଲେ। ସେ ବର୍ତ୍ତମାନ ଠିକ୍‌ ଅଛନ୍ତି। ସେ ଏହି ଚିଠିରେ […]

euthanasia

euthanasia

Subrat Kumar Nayak
  • Published: Sunday, 12 May 2019
  • Updated: 12 May 2019, 06:52 PM IST

Sports

Latest News

ମୁମ୍ବାଇ: ଅସ୍ଥିର କ୍ୟାରିଅର ଏବଂ ବିବାହର କୌଣସି ସମ୍ଭାବନା ନଥିବା କାରଣରୁ ହତାଶ ହୋଇପଡ଼ିଥିବା ଜଣେ ଯୁବକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ କାର୍ଯ୍ୟାଳୟକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ୧୫ରୁ ୨୦ ଦିନ ତଳେ ସମ୍ପୃକ୍ତ ଯୁବକ ଏହି ଚିଠି ପଠାଇଥିଲେ। ସେ ତାଙ୍କ କ୍ୟାରିଅର ଏବଂ ବାହାଘରକୁ ନେଇ ଚିନ୍ତିତ ଥିଲେ। ସେ ବର୍ତ୍ତମାନ ଠିକ୍‌ ଅଛନ୍ତି। ସେ ଏହି ଚିଠିରେ ଆହୁରି ମଧ୍ୟ ୭୦ ବର୍ଷର ତାଙ୍କ ଅସୁସ୍ଥ ମା’ ଏବଂ ୮୩ ବର୍ଷ ବୟସର ବାପାଙ୍କ ବିଷୟରେ ଲେଖିଛନ୍ତି। ସେ ଲେଖିଛନ୍ତି, ସେ ତାଙ୍କ ବାପା ମାଙ୍କ ପାଇଁ କିଛି ମଧ୍ୟ କରିପାରୁନାହାନ୍ତି। ସେ ବିବାହ କରିବାରେ ମଧ୍ୟ ସମସ୍ୟା ହେଉଛି।

ଏହି ଯୁବକ ଉଚ୍ଚ ଶିକ୍ଷିତ ଏବଂ ଭଲ ପରିବାରର। ବିବାହ ପାଇଁ ନୁହେଁ, ବରଂ ସେ ନିଜେ କିପରି ରୋଜଗାରକ୍ଷମ ହେବ ସେଥିପାଇଁ ଅଧିକ ଚିନ୍ତିତ ବୋଲି ପୁଲିସ୍‌ କହିଛି। ପୁଲିସ୍‌ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story