ନୂଆଦିଲ୍ଲୀ:ଲିଫ୍ଟରେ ଅଘଟଣ। ଜଳିଗଲା ମୋବାଇଲ୍। ଲଙ୍ଗ୍ ଆଇସ୍ଲ୍ୟାଣ୍ଡର ଡାଏନି ଚୁଙ୍ଗ୍ ନାମ୍ନୀ ଜଣେ ମହିଳାଙ୍କ ପର୍ସରେ ସାମସଙ୍ଗର Galaxy note 9 ସ୍ମାର୍ଟ୍ ଫୋନ୍ ଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ଜଳିଯାଇଥିବା ଅଭିଯୋଗ ହୋଇଛି। ଏହି ଫୋନ୍ଟି ଗତ ମାସରେ ଲଞ୍ଚ ହୋଇ ଥିଲା।
4000mAhର ଦମ୍ଦାର୍ ବ୍ୟାଟେରୀ ପାୱାର୍ ଥିବା ମୋବାଇଲଟି ଖୁବ୍ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା। କନ୍ତୁ ମୋବାଇଲ୍ର ବ୍ୟାଟେରୀ ଗରମ ହୋଇ ଜଳିଯାଇଥିବା କୁହାଯାଉଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଡାଏନି ଚୁଙ୍ଗ୍ ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ତାଙ୍କର ସାମ୍ସଙ୍ଗ୍ ଗାଲାକ୍ସି ନୋଟ୍ ୯ ସ୍ମାର୍ଟ ଫୋନ୍ଟି ଗରମ ହୋଇଯାଇଥିଲା।
ତେଣୁ ସେ ମୋବାଇଲ୍ଟିକୁ ପର୍ସ ଭିତରେ ରଖି ଦେଇଥିଲେ। ସଙ୍ଗେ ସଙ୍ଗେ ମୋବାଇଲ୍ଟି ପର୍ସ ଭିତରେ ବିସ୍ଫୋରଣ ହେବା ସହିତ ଜଳିଉଠିଥିଲା। ଏ ନେଇ ମହିଳା ଜଣକ କ୍ଷତିପୂରଣ ଦାବି କରିବା ସହିତ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।
National
ଫଡ଼ନାଭିସ ରଖିଲେ ଗୃହ ବିଭାଗ, ଅଜିତ ପାୱାରଙ୍କୁ ମିଳିଲା ଅର୍ଥ
ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।
National
IPS ଗୌତମଙ୍କୁ ୮ ମାସର ଜେଲ ଦଣ୍ଡ ଦେଲେ ସିବିଆଇ କୋର୍ଟ
ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣକୁ ଦେଖିବା ପରେ ନିଃସନ୍ଦେହରେ କୁହାଯାଇ ପାରେ ଯେ ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି।
National
ହୁଣ୍ଡିରେ ଖସି ପଡ଼ିଲା ଭକ୍ତଙ୍କ ଆଇ-ଫୋନ, ଭଗବାନଙ୍କ ସମ୍ପତ୍ତି କହି ରଖିଦେଲା ମନ୍ଦିର
ସେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ତାଙ୍କ ପକେଟରେ ଥିବା ଆଇଫୋନଟି ହୁଣ୍ଡିରେ ପଡ଼ି ଯାଇଥିଲା।