ମେ’ ୩୧ ଯାଏ ଏହି ସ୍ଥାନରେ ଜାରି ରହିବ ଲକ୍‌ଡାଉନ୍‌

ଗାଜିଆବାଦ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ପଡ଼ୋଶୀ ଗାଜିଆବାଦରେ ମେ’ ୩୧ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ସମଗ୍ର ଦେଶରେ ବର୍ତ୍ତମାନ ଲକଡାଉନ ୩.୦ ଚାଲିଛି। ଏହା ମେ’ ୧୭ ତାରିଖ ରାତି ୧୨ଟାରେ ଶେଷ ହେବ। ତେବେ ଏହି ଲକଡାଉନ ଅବଧିକୁ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ମେ’ ୩୧ ଯାଏ ବୃଦ୍ଧି କରିଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ଆଗକୁ ଥିବା ଇଦ୍‌ ପର୍ବ ପାଇଁ ଜିଲ୍ଲା ପ୍ରଶାସନ ଏଭଳି […]

dq

dq

Hemant Lenka
  • Published: Tuesday, 05 May 2020
  • Updated: 05 May 2020, 08:12 PM IST

Sports

Latest News

ଗାଜିଆବାଦ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ପଡ଼ୋଶୀ ଗାଜିଆବାଦରେ ମେ’ ୩୧ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ସମଗ୍ର ଦେଶରେ ବର୍ତ୍ତମାନ ଲକଡାଉନ ୩.୦ ଚାଲିଛି। ଏହା ମେ’ ୧୭ ତାରିଖ ରାତି ୧୨ଟାରେ ଶେଷ ହେବ। ତେବେ ଏହି ଲକଡାଉନ ଅବଧିକୁ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ମେ’ ୩୧ ଯାଏ ବୃଦ୍ଧି କରିଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ଆଗକୁ ଥିବା ଇଦ୍‌ ପର୍ବ ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା କହିଛି। ଜିଲ୍ଲା ମାଜିଷ୍ଟ୍ରେଟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ସର୍ବସାଧାରଣରେ ଛେପ ପକାଇଲେ କିମ୍ବା ମାସ୍କ ନ ପିନ୍ଧିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବଚନା କରାଯିବ।

ଏଥିପାଇଁ ଫାଇନ ଆଦାୟର ବ୍ୟବସ୍ଥା ରହିଛି। ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ଓ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସମସ୍ତ ପ୍ରକାରର ଧାର୍ମିକ, ସାଂସ୍କୃତି ଓ ରାଜନୀତିକ ସଭା ସମିତି ମେ’ ୩୧ ଯାଏ ହୋଇପାରିବ ନାହିଁ।

କୌଣସି ବାହାଘର କିମ୍ବା ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ଠାରୁ ଆଗୁଆ ଅନୁମତି ନେବା ଜରୁରୀ। ସେଲୁନ, ସ୍ପା, ମଲ, ସିନେମା ହଲ, ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story