ମତଦାନ ପରେ କୋର୍ଟରେ ଆତ୍ମସମର୍ପଣ କଲେ ବିଜେପି ନେତା ଗିରିରାଜ ସିଂହ

ନୂଆଦିଲ୍ଲୀ: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଆଜି ବିହାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏଥିସହ ଜାମିନ ପାଇଁ ଆବେଦନ କରିଛନ୍ତି। ବିହାର ବେଗୁସରାଇ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅଟନ୍ତି ଗିରିରାଜ ସିଂହ। ଏପ୍ରିଲ ୨୪ରେ ବିଜେପି ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ମୁସଲିମ ସମ୍ପ୍ରଦାୟକୁ ନେଇ ବିବାଦିତ ମନ୍ତବ୍ୟ ଦେଇଥିଲେ। ଏହାପରେ ନିର୍ବାଚନ ଅଧିକାରୀ ଗିରିରାଜ ସିଂହଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ଏହାର ଉତ୍ତର ରଖିନଥିଲେ ଗିରିରାଜ ସିଂହ […]

giri raj singh (1)

giri raj singh (1)

Subhransu Sekhar
  • Published: Tuesday, 07 May 2019
  • Updated: 07 May 2019, 01:36 PM IST

Sports

Latest News

ନୂଆଦିଲ୍ଲୀ: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଆଜି ବିହାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏଥିସହ ଜାମିନ ପାଇଁ ଆବେଦନ କରିଛନ୍ତି। ବିହାର ବେଗୁସରାଇ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅଟନ୍ତି ଗିରିରାଜ ସିଂହ।

ଏପ୍ରିଲ ୨୪ରେ ବିଜେପି ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ମୁସଲିମ ସମ୍ପ୍ରଦାୟକୁ ନେଇ ବିବାଦିତ ମନ୍ତବ୍ୟ ଦେଇଥିଲେ।

ଏହାପରେ ନିର୍ବାଚନ ଅଧିକାରୀ ଗିରିରାଜ ସିଂହଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ଏହାର ଉତ୍ତର ରଖିନଥିଲେ ଗିରିରାଜ ସିଂହ । ପରେ ଏପ୍ରିଲ ୨୫ ତାରିଖରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏପ୍ରିଲ ୨୯ ତାରିଖରେ ବେଗୁସରାଇ ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story