ଜମ୍ମୁ-କଶ୍ମୀର ଶାସନ ମୁଖ୍ୟ ଓଡ଼ିଆ ପୁଅ ଗିରୀଶଙ୍କୁ ମିଳିବ ଏସବୁ କ୍ଷମତା

ଶ୍ରୀନଗର: ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ତାଙ୍କ ଜନ୍ମ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ବେତନଟୀରେ। ମୁର୍ମୁ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି। ଏହାପରେ ସେ ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱ ତୁଲାଇଥିଲେ। ସେ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ରୂପେ ପରିଚିତ ଥିଲେ। […]

murmu

murmu

Subrat Kumar Nayak
  • Published: Friday, 25 October 2019
  • Updated: 25 October 2019, 09:03 PM IST

Sports

Latest News

ଶ୍ରୀନଗର: ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ତାଙ୍କ ଜନ୍ମ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ବେତନଟୀରେ। ମୁର୍ମୁ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି। ଏହାପରେ ସେ ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱ ତୁଲାଇଥିଲେ। ସେ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ରୂପେ ପରିଚିତ ଥିଲେ।

ଜମ୍ମୁ-କଶ୍ମୀର ଏବଂ ଲଦାଖ୍‌ ୨ଟି ଭିନ୍ନ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ହେବା ନେଇ ପୂର୍ବରୁ ଘୋଷଣା ସରିଥିଲେ ହେଁ ଏହା ଅକ୍ଟୋବର ୩୧ରୁ ହିଁ ବିଧିବଦ୍ଧ ଭାବେ ଲାଗୁ ହେବ। ଏହି ଦିନଠାରୁ ହିଁ ଗିରୀଶ ଦାୟିତ୍ୱ ନେବେ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ସହ ଏଥିନେଇ ନିଷ୍ପତ୍ତି ନିଆଯାଇଥିଲା।

ଆଇନ
କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବେ ଗିରୀଶ। ବିଧାନସଭାର କ୍ଷମତା ଅତିବେଶୀରେ ୧୦୭ ରହିବା ନେଇ ନିୟମ ଅଛି ଯାହାକି ବର୍ତ୍ତମାନ ପରିବର୍ତ୍ତନ କରି ୧୧୪କୁ ବୃଦ୍ଧି କରାଯିବ। ପୂର୍ବବତ୍‌ ପିଓକେ ପାଇଁ ୨୪ ଆସନ ଛଡ଼ାଯିବ।

ଗିରୀଶଙ୍କୁ ମିଳିବ ଏସବୁ କ୍ଷମତା
ସମସ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୁଲିସ୍‌ ସେବା (ଆଇପିଏସ୍‌) ଏବଂ ଆଣ୍ଟି କରପସନ୍‌ ବ୍ୟୁରୋ (ଏସିବି) ଉପରାଜ୍ୟପାଳଙ୍କ ଅଧୀନରେ ରହିବେ। କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚିତ ସରକାର ହାତରେ ଏହିସବୁ କ୍ଷମତା ରହିବନି।

ଏକକ ହାଇକୋର୍ଟ
ଅକ୍ଟୋବର ୩୧ ବା ଗିରୀଶଙ୍କ ନିଯୁକ୍ତି ତାରିଖ ପରଠାରୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୋଟିଏ ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story