ବାପାଙ୍କୁ ୧୨ ଶହ କିମି ସାଇକେଲରେ ବସାଇ ଘରକୁ ଆଣିଥିବା ଜ୍ୟୋତିଙ୍କୁ ବାଲ ପୁରସ୍କାର

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜାରି ଲକଡାଉନ ବେଳେ ଜଣେ ୧୬ ବର୍ଷୀୟ ଝିଅ ବେଶ ଚର୍ଚ୍ଚାକୁ ଆସିଥିଲେ। ଏହି ଝିଅ ଜଣଙ୍କ ହେଉଛନ୍ତି ବିହାରର ଜ୍ୟୋତି କୁମାରୀ। ଲକଡାଉନ ଯୋଗୁ ସେ ହରିଆଣରୁ ନିଜର ଅସୁସ୍ଥ ବାପାଙ୍କୁ ଧରି ସାଇକେଲରେ ବିହାରର ଦରଭଙ୍ଗାକୁ ଆସିଥିଲେ। ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାଙ୍କର ନାଁ ରହିଛି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ବିହାରର ଦରଭଙ୍ଗାରେ ରହୁଥିବା ଜ୍ୟୋତି କୁମାରୀଙ୍କୁ […]

cd

cd

Hemant Lenka
  • Published: Monday, 25 January 2021
  • Updated: 25 January 2021, 10:01 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜାରି ଲକଡାଉନ ବେଳେ ଜଣେ ୧୬ ବର୍ଷୀୟ ଝିଅ ବେଶ ଚର୍ଚ୍ଚାକୁ ଆସିଥିଲେ। ଏହି ଝିଅ ଜଣଙ୍କ ହେଉଛନ୍ତି ବିହାରର ଜ୍ୟୋତି କୁମାରୀ। ଲକଡାଉନ ଯୋଗୁ ସେ ହରିଆଣରୁ ନିଜର ଅସୁସ୍ଥ ବାପାଙ୍କୁ ଧରି ସାଇକେଲରେ ବିହାରର ଦରଭଙ୍ଗାକୁ ଆସିଥିଲେ। ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାଙ୍କର ନାଁ ରହିଛି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ବିହାରର ଦରଭଙ୍ଗାରେ ରହୁଥିବା ଜ୍ୟୋତି କୁମାରୀଙ୍କୁ ବାଲ ପୁରସ୍କାର ପାଇଁ ଶୁଭେଚ୍ଛା। ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି। ସେ ତାଙ୍କ ବୟସର ଅନ୍ୟ ଝିଅଙ୍କ ଭଳି ଦିଶିଥାଇ ପାରନ୍ତି। କିନ୍ତୁ ସେ ଯେଉଁ ସାହାସର ସହ ନିଜର ରୋଗିଣା ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨ ଶହ କିମି ରାସ୍ତା ଅତିକ୍ରମ କଲେ, ତା’କୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର ବୋଲି ମୋଦି କହିଛନ୍ତି।

ଏହି ୩୨ ଜଣିଆ ତାଲିକାରେ ୧୦ ବର୍ଷର ଚେସ ଖେଳାଳି ଅରଶିୟା ଦାସ ରହିଛନ୍ତି। ଏହା ବ୍ୟତୀତ ଓଡ଼ିଆ ମେଧାବୀ ଅନ୍ୱେଷ ଶୁଭମ ପ୍ରଧାନ ମଧ୍ୟ ୨୦୨୧ ବର୍ଷ ପାଇଁ ବାଲ ପୁରସ୍କାର ଜିତିଛନ୍ତି। ଆଜି ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂରେ କଥା ହୋଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ସଂକ୍ରମଣ କାରଣରୁ ଆପଣମାନଙ୍କ ସହ ଭର୍ଚୁଆଲ ମିଟିଂ କରିବାକୁ ପଡ଼ିଲା ବୋଲି ସେ କହିଛନ୍ତି। କଳା ଓ ସଂସ୍କୃତି, ନବସୃଜନ ବା ଇନୋଭେସନ, ଶିକ୍ଷାଗତ ସଫଳତା, କ୍ରୀଡ଼ା, ସାହସିକତା ଓ ସାମାଜ ସେବା ବର୍ଗରେ ଦେଶର ୩୨ ଜଣ କୁନି ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଛି। ଶିକ୍ଷାଗତ ସଫଳତା ବର୍ଗରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଛନ୍ତି ଅନ୍ୱେଷ ଶୁଭମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story