ବିମାନରୁ ଖସିଲା ଇନ୍ଧନ ଟ୍ୟାଙ୍କ, ଗୋଆ ବିମାନବନ୍ଦର ସାମୟିକ ବନ୍ଦ

ପାଣାଜୀ: ଏକ ବିମାନ ଉଡ଼ାଣ ଭରିବା ସମୟରେ ଏହାର ଇନ୍ଧନ ଟ୍ୟାଙ୍କ ହଠାତ ଅଲଗା ହୋଇ ତଳେ ପଡ଼ିଯିବାରୁ ରନ୍‌ୱେରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିପାଇଁ ଗୋଆ ବିମାନବନ୍ଦର କିଛି ସମୟ ପାଇଁ ବନ୍ଦ ରହିଥିଲା। ବର୍ତ୍ତମାନ ବିମାନ ଚଳାଚଳ ସ୍ୱାଭାବିକ ରହିଛି। ଅପରାହ୍ଣ ୨ଟା ବେଳକୁ ଏଭଳି ଘଟଣା ଘଟିଥିଲା। ଫଳରେ ରନ୍‌ୱେରେ ବେଶ୍‌ କିଛି ଅଂଶରେ ନିଆଁ ଲାଗିଯାଇଥିଲା। ଇନ୍ଧନ ଟ୍ୟାଙ୍କ ଖସାଇଥିବା ବିମାନ ଏମ୍‌ଆଇଜି ୨୯କେ ମଡେଲର ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହା ସୁରକ୍ଷିତ […]

goa

goa

Subrat Kumar Nayak
  • Published: Saturday, 08 June 2019
  • Updated: 08 June 2019, 03:55 PM IST

Sports

Latest News

ପାଣାଜୀ: ଏକ ବିମାନ ଉଡ଼ାଣ ଭରିବା ସମୟରେ ଏହାର ଇନ୍ଧନ ଟ୍ୟାଙ୍କ ହଠାତ ଅଲଗା ହୋଇ ତଳେ ପଡ଼ିଯିବାରୁ ରନ୍‌ୱେରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିପାଇଁ ଗୋଆ ବିମାନବନ୍ଦର କିଛି ସମୟ ପାଇଁ ବନ୍ଦ ରହିଥିଲା। ବର୍ତ୍ତମାନ ବିମାନ ଚଳାଚଳ ସ୍ୱାଭାବିକ ରହିଛି।

ଅପରାହ୍ଣ ୨ଟା ବେଳକୁ ଏଭଳି ଘଟଣା ଘଟିଥିଲା। ଫଳରେ ରନ୍‌ୱେରେ ବେଶ୍‌ କିଛି ଅଂଶରେ ନିଆଁ ଲାଗିଯାଇଥିଲା। ଇନ୍ଧନ ଟ୍ୟାଙ୍କ ଖସାଇଥିବା ବିମାନ ଏମ୍‌ଆଇଜି ୨୯କେ ମଡେଲର ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହା ସୁରକ୍ଷିତ ଅଛି।

ଏହି ଉପକୂଳ ରାଜ୍ୟର ଆୟ ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ହୋଇଥିଲାବେଳେ ଏଠାକୁ ଏବଂ ଏଠାରୁ ଉଡ଼ାଣ ଭରୁଥିବା ବିମାନର ଚଳାଚଳ ପ୍ରଭାବିତ ହୋଇଛି। ଭିସ୍ତାରା ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ଏହାର ଦୁଇଟି ବିମାନର ସମୟ ପ୍ରଭାବିତ ହୋଇଛି। ଗୋଟିଏ ଦିଲ୍ଲୀ ଯିବାର ଥିଲା ଏବଂ ଅନ୍ୟଟି ମୁମ୍ବାଇ ଯିବାର ଥିଲା। ଆଜି ସନ୍ଧ୍ୟା ୫ଟା ଏବଂ ଏହାପରେ ସନ୍ଧ୍ୟାରେ ଏହି ବିମାନ ଉଡ଼ାଣ ଭରିବାର ଅଛି। ଏହି ବିମାନବନ୍ଦର ଉଭୟ ବେସାମରିକ ଏବଂ ସାମରିକ ଉଡ଼ାଣ ପାଇଁ ବ୍ୟବହାର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story