ରାତି ଅଧରେ ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟାଳୟରୁ ଜଣଙ୍କୁ ଉଠାଇ ନେଲା ପୁଲିସ୍‌

ଗୋଆ: ନିର୍ବାଚନୀ ରଣନୀତିକାର ଭାବେ ପରିଚିତ ପ୍ରଶାନ୍ତ କିଶୋରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଗତ ଅଢେଇ ବର୍ଷ ହେବ ତୃଣମୂଳ କଂଗ୍ରେସ ପାର୍ଟିର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କିଶୋର ଏବେ ଦଳ ପାଇଁ ଗୋଆରେ ମଧ୍ୟ ଭିତ୍ତିଭୂମି ସଜାଡ଼ିବାରେ ଲାଗିଛନ୍ତି। ଆଉ ମାତ୍ର ୨ ଦିନ ପରେ ଅର୍ଥାତ ୧୪ ତାରିଖରେ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିବା ବେଳେ ଏହା ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ରେଡ କରିଛି ପୁଲିସ୍‌।  ଏପରିକି […]

pk

pk

Niharika Rout
  • Published: Saturday, 12 February 2022
  • Updated: 12 February 2022, 01:31 PM IST

Sports

Latest News

ଗୋଆ: ନିର୍ବାଚନୀ ରଣନୀତିକାର ଭାବେ ପରିଚିତ ପ୍ରଶାନ୍ତ କିଶୋରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଗତ ଅଢେଇ ବର୍ଷ ହେବ ତୃଣମୂଳ କଂଗ୍ରେସ ପାର୍ଟିର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କିଶୋର ଏବେ ଦଳ ପାଇଁ ଗୋଆରେ ମଧ୍ୟ ଭିତ୍ତିଭୂମି ସଜାଡ଼ିବାରେ ଲାଗିଛନ୍ତି। ଆଉ ମାତ୍ର ୨ ଦିନ ପରେ ଅର୍ଥାତ ୧୪ ତାରିଖରେ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିବା ବେଳେ ଏହା ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ରେଡ କରିଛି ପୁଲିସ୍‌।  ଏପରିକି ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟାଳୟର ଜଣେ ୨୮ ବର୍ଷୀୟ କର୍ମଚାରୀଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରିଛି ପୁଲିସ୍‌।

ସୂଚନାଯୋଗ୍ୟ, ଗୋଆରେ ପ୍ରଶାନ୍ତ କିଶୋରଙ୍କ ସଙ୍ଗଠନ I-PAC  କାର୍ଯ୍ୟକ୍ଷମ ଅଛି। ଆସନ୍ତା ୧୪ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ  ଜିତାଇବା ନିମନ୍ତେ ପ୍ରଶାନ୍ତଙ୍କ କାର୍ଯ୍ୟାଳୟ ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ ।

ଗତକାଲି ରାତି ଅଧରେ  ଗୋଆର ପୋରଭୋରିମ ସହରରେ ଥିବା ବିଭିନ୍ନ ବଙ୍ଗଳା ପରେ ପୁଲିସ୍‌ ପକ୍ଷରୁ ସିରିଜ ରେଡ କରାଯାଇଥିଲା। ସେଥିମଧ୍ୟରୁ ପ୍ରଶାନ୍ତ କିଶୋରଙ୍କ  କାର୍ଯ୍ୟାଳୟ ୮ଟି ବଙ୍ଗଳାରେ ଚାଲୁଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ତଦନ୍ତ ସମୟରେ ପ୍ରଶାନ୍ତଙ୍କ ଜଣେ କର୍ମଚାରୀଙ୍କ ନିକଟରୁ ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ କରିଛି। ଆଉ ମାତ୍ର ୨ ଦିନ ନିର୍ବାଚନ ଥିବା ବେଳେ ପୁଲିସ୍‌ର ଏପରି ଚଢ଼ାଉ ପଛରେ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରି ହୋଇ ପଡ଼ୁଥିବା ଆଲୋଚନା ହେଉଛି।

ପ୍ରାୟ ଅଢେଇବର୍ଷ ହେବ ପ୍ରଶାନ୍ତ କିଶୋର ଟିଏମ୍‌ସି ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ହେଲେ ଏବେ କିଛି ଦିନ ହେବ ମମତା  ଓ ତାଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story