ସାଧ୍ୱୀ ପ୍ରଜ୍ଞାଙ୍କ ବହିଷ୍କାର ଦାବି କଲେ କୈଳାଶ ସତ୍ୟାର୍ଥୀ

ନୂଆଦିଲ୍ଲୀ: ଭୋପାଲ ବିଜେପି ଲୋକସଭା ଆସନର ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ଆଜି ବର୍ଷିଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ। ଟ୍ୱିଟ୍ କରି ସାଧ୍ୱୀଙ୍କ ଉପରେ ମନ୍ତବ୍ୟ ରଖିବା ସହ ଦଳରୁ ବହିଷ୍କାର କରିବା ପାଇଁ ବିଜେପିକୁ ଆହ୍ୱାନ କରିଛନ୍ତି। ନାଥୁରାମ ଗଡସେ ଗାନ୍ଧିଙ୍କୁ ହତ୍ୟା କରିଥିଲେ। କିନ୍ତୁ ସାଧ୍ୱୀ ମହାତ୍ମା ଗାନ୍ଧିଙ୍କ ଅହିଂସା, ଶାନ୍ତି, ସହିଷ୍ନୁତା ଏବଂ ଦେଶର ଆତ୍ମାକୁ ହତ୍ୟା କରିଥିବା କୈଳାଶ ସତ୍ୟାର୍ଥୀ ଟ୍ୱିଟ୍ କରି କହିଛନ୍ତି। ଏକ ଛୋଟିଆ […]

Kailash Satyarthi

Kailash Satyarthi

Subhransu Sekhar
  • Published: Saturday, 18 May 2019
  • Updated: 18 May 2019, 02:46 PM IST

Sports

Latest News

ନୂଆଦିଲ୍ଲୀ: ଭୋପାଲ ବିଜେପି ଲୋକସଭା ଆସନର ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ଆଜି ବର୍ଷିଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ। ଟ୍ୱିଟ୍ କରି ସାଧ୍ୱୀଙ୍କ ଉପରେ ମନ୍ତବ୍ୟ ରଖିବା ସହ ଦଳରୁ ବହିଷ୍କାର କରିବା ପାଇଁ ବିଜେପିକୁ ଆହ୍ୱାନ କରିଛନ୍ତି।

ନାଥୁରାମ ଗଡସେ ଗାନ୍ଧିଙ୍କୁ ହତ୍ୟା କରିଥିଲେ। କିନ୍ତୁ ସାଧ୍ୱୀ ମହାତ୍ମା ଗାନ୍ଧିଙ୍କ ଅହିଂସା, ଶାନ୍ତି, ସହିଷ୍ନୁତା ଏବଂ ଦେଶର ଆତ୍ମାକୁ ହତ୍ୟା କରିଥିବା କୈଳାଶ ସତ୍ୟାର୍ଥୀ ଟ୍ୱିଟ୍ କରି କହିଛନ୍ତି। ଏକ ଛୋଟିଆ ଲାଭ ପାଇଁ ବିଜେପି ଏଭଳି ନେତାଙ୍କୁ ଦଳରୁ ବରଖାସ୍ତ କରିବା ଦରକାର ବୋଲି ଏହି ନୋବେଲ ଶାନ୍ତି ବିଜେତା କହିଛନ୍ତି।

ନିକଟରେ ଅଭିନେତାରୁ ନେତା ହୋଇଥିବା କମଲ ହାସନ ତାମିଲନାଡୁର ମଦୁରାଇରେ ନିର୍ବାଚନୀ ରାଲି କରୁଥିବାବେଳେ 'ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରବାଦୀ' ନାଥୁରାମ ଗଡସେ କହିଥିଲେ। ଏହାର ପ୍ରତିକ୍ରିୟା ଦେଇ ସାଧ୍ୱୀ କହିଥିଲେ ଗଡସେ ଜଣେ 'ଦେଶଭକ୍ତ' ।

ପ୍ରଜ୍ଞା ଠାକୁରଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରିବା ସହିତ ସେ କେବେ ତାଙ୍କୁ କ୍ଷମା ଦେଇପାରିବେ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିଜେପିର ଶୃଙ୍ଖଳା କମିଟି ମଧ୍ୟ ଏ ନେଇ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଜବାବ ରଖିବା ପାଇଁ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story