ପେଟିଏମ୍‌କୁ ଟକ୍କର ଦେବ ‘ତେଜ୍‌’: ଭାରତରେ ଗୁଗୁଲ ଲଞ୍ଚ କଲା ଅଲଲାଇନ ପେମେଣ୍ଟ ସର୍ଭିସ ଆପ୍‌

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ସର୍ଭିସ୍‌ରେ ପେଟିଏମ୍‌ର ଚାହିଦା ବହୁତ। ହେଲେ ଏବେ ଏହାକୁ ଟକ୍କର ଦେବାକୁ ବଜାର ପ୍ରବେଶ କରିଛି ‘ତେଜ୍‌’। ଏହି ଅଲଲାଇନ ପେମେଣ୍ଟ ସର୍ଭିସ ଆପ୍‌କୁ ଗୁଗୁଲ ଭାରତରେ ଲଞ୍ଚ କରିଛି। ଉଭୟ Android ଫୋନ୍‌ ଓ IOS ରେ ବ୍ୟବହାର କରିହେବ। ଏହି ଆପ୍‌କୁ ଆପଣଙ୍କ ମୋବାଇଲରେ ଫ୍ରିରେ ଡାଉନ୍‌ଲୋଡ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଆପ୍‌ର ବ୍ୟବହାର ସମ୍ପର୍କରେ। ୧. Android ଫୋନ୍‌ ଓ IOS ରେ ଆପ୍‌ ଷ୍ଟୋର […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 04:37 PM IST

Sports

Latest News

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ସର୍ଭିସ୍‌ରେ ପେଟିଏମ୍‌ର ଚାହିଦା ବହୁତ। ହେଲେ ଏବେ ଏହାକୁ ଟକ୍କର ଦେବାକୁ ବଜାର ପ୍ରବେଶ କରିଛି ‘ତେଜ୍‌’। ଏହି ଅଲଲାଇନ ପେମେଣ୍ଟ ସର୍ଭିସ ଆପ୍‌କୁ ଗୁଗୁଲ ଭାରତରେ ଲଞ୍ଚ କରିଛି। ଉଭୟ Android ଫୋନ୍‌ ଓ IOS ରେ ବ୍ୟବହାର କରିହେବ। ଏହି ଆପ୍‌କୁ ଆପଣଙ୍କ ମୋବାଇଲରେ ଫ୍ରିରେ ଡାଉନ୍‌ଲୋଡ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଆପ୍‌ର ବ୍ୟବହାର ସମ୍ପର୍କରେ।

୧. Android ଫୋନ୍‌ ଓ IOS ରେ ଆପ୍‌ ଷ୍ଟୋର କିମ୍ବା ପ୍ଲେ ଷ୍ଟୋରକୁ ଯାଇ ‘ତେଜ୍‌’କୁ ଡାଇନ୍‌ଲୋଡ କରିହେବ।

୨. ଡାଉନ୍‌ଲୋଡ଼ କରିବା ପରେ ଆପଣଙ୍କୁ ଗୁଗୁଲ ପିନ୍‌ କିମ୍ବା ସ୍କ୍ରିନ୍‌ ଲକ୍‌ ସେଟ୍‌ କରିବାକୁ ପଡିବ।

୩. ତୃତୀୟ ଷ୍ଟେଜରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବାକୁ ପଡିବ। ଯଦି ଆପଣଙ୍କ ଆକାଉଣ୍ଟ ମୋବାଇଲ ନମ୍ବର ସହ ଲିଙ୍କ ହୋଇଥିବ ତେବେ ଏହି ନମ୍ବରକୁ ମଧ୍ୟ ଲିଙ୍କ କରିପାରିବେ। ଆପଣଙ୍କ ମୋବାଇଲ୍‌କୁ ଏକ ମେସେଜ ଆସିବ। ଉକ୍ତ ମୋବାଇଲ୍‌ ନମ୍ବରରେ ଆପଣ ଯେତେ ଆକାଉଣ୍ଟ ଲିଙ୍କ କରିଥିବେ ସବୁ ଗୁଡିକ ଆପେ ଆପେ ‘ତେଜ୍‌’ରେ ଆଡ ହୋଇଯିବ।

୪. ଏହାପରେ ଆପ୍‌ ଅପ୍‌ସନକୁ ଯାଇ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ।

୫. କେବେଳ ଟଙ୍କା ଟ୍ରାନ୍ସଫର ନୁହେଁ ଏହି ଆପ୍‌ ଜରିଆରେ ଆକାଉଣ୍ଟରୁ ଆପଣ ପେମେଣ୍ଟ ମଧ୍ୟ କରିପାରିବେ। ଏଥିପାଇଁ ଗୁଗୁଲକୁ କୌଣସି ଫି’ ଦେବାକୁ ପଡିବ ନାହିଁ, ଏହା ସମ୍ପୂର୍ଣ୍ଣ ଫ୍ରି। ଆକାଉଣ୍ଟ ପେମେଣ୍ଟ ପାଇଁ ଗ୍ରାହକଙ୍କୁ କୌଣସି ନୂଆ ଆକାଉଣ୍ଟ ମଧ୍ୟ ଖୋଲିବାକୁ ପଡିବ ନାହିଁ ବୋଲି ଗୁଗୁଲ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story