ମୋଦିଙ୍କ ଯୋଜନା ନାମରେ ଲୁଟୁଛନ୍ତି ଫେକ୍‌ ୱେବସାଇଟ୍‌

ନୂଆଦିଲ୍ଲୀ: ସୋଶାଲ ମିଡିଆ ଏବଂ ହ୍ୱାଟ୍ସଆପ୍‌ରେ ଗତ କିଛି ଦିନ ଧରି ଏକ ବାର୍ତ୍ତା ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ‘ମେକ୍‌ ଇନ୍‌ ଇଣ୍ଡିଆ’ ସ୍କିମ୍‌ ଅଧୀନରେ ମାଗଣା ଲ୍ୟାପ୍‌ଟପ୍‌ ଦେଉଛନ୍ତି। ଏଥିରେ କିଛି ଲିଙ୍କ ମଧ୍ୟ ରହିଥିଲା ଯାହାକି ଫେକ୍‌ ୱେବ୍‌ସାଇଟ୍‌ ସହ ଜଡ଼ିତ ହୋଇଥିଲା। ଏଥିରେ ‘http://modi-laptop.sarkaari-yojana.in’, ‘www.modi-laptop.wishkaro-yar.tk ଏବଂ ‘http://modi-laptop.wishguruji.com’ ପରି ୱେବ୍‌ସାଇଟ୍‌ ଆଦି ଫେକ୍‌ ୱେବ୍‌ସାଇଟ୍‌ ମଧ୍ୟ ରହିଛି। ସରକାର ଏନେଇ ସ୍ପଷ୍ଟ କରିଦେଇଛନ୍ତି ଯେ ଏ ସମସ୍ତ […]

fake

fake

Subrat Kumar Nayak
  • Published: Sunday, 02 June 2019
  • Updated: 02 June 2019, 11:03 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆ ଏବଂ ହ୍ୱାଟ୍ସଆପ୍‌ରେ ଗତ କିଛି ଦିନ ଧରି ଏକ ବାର୍ତ୍ତା ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ‘ମେକ୍‌ ଇନ୍‌ ଇଣ୍ଡିଆ’ ସ୍କିମ୍‌ ଅଧୀନରେ ମାଗଣା ଲ୍ୟାପ୍‌ଟପ୍‌ ଦେଉଛନ୍ତି। ଏଥିରେ କିଛି ଲିଙ୍କ ମଧ୍ୟ ରହିଥିଲା ଯାହାକି ଫେକ୍‌ ୱେବ୍‌ସାଇଟ୍‌ ସହ ଜଡ଼ିତ ହୋଇଥିଲା। ଏଥିରେ 'http://modi-laptop.sarkaari-yojana.in', 'www.modi-laptop.wishkaro-yar.tk ଏବଂ 'http://modi-laptop.wishguruji.com' ପରି ୱେବ୍‌ସାଇଟ୍‌ ଆଦି ଫେକ୍‌ ୱେବ୍‌ସାଇଟ୍‌ ମଧ୍ୟ ରହିଛି।

ସରକାର ଏନେଇ ସ୍ପଷ୍ଟ କରିଦେଇଛନ୍ତି ଯେ ଏ ସମସ୍ତ ୱେବସାଇଟ୍ ମିଛ ଦାବି କରୁଛନ୍ତି। ଏପରିକି ଏ ସମସ୍ତ ୱେବସାଇଟ୍‌ ପଛରେ ଥିବା ଅଭିଯୁକ୍ତଙ୍କ ନାମରେ ଏକ ଏଫ୍‌ଆଇଆର ମଧ୍ୟ ରୁଜୁ କରାଯାଇଛି। ଆଇଟି ଆକ୍ଟ ୬୬ଡି ଅଧୀନରେ ଏହି ଏଫ୍‌ଆଇଆର ରୁଜୁ ହୋଇଛି। ଏହାପରେ ପୁଲିସ୍‌ ରାଜସ୍ଥାନର ରାକେଶ ଜାଙ୍ଗିଡ୍‌କୁ ଗିରଫ କରିଛି। ୱେବ୍‌ ଆଡଭାର୍ଟାଇଜିଂ ରେଭେନ୍ୟୁ ପାଇଁ ସେ ତା’ ଭାଇ ସହ ମିଶି ଏପରି କରିଥିବା କହିଛି।

ଏଥିରୁ କିଛି ସାଇଟ୍‌ ବନ୍ଦ ହୋଇଯାଇଥିବାବେଳେ ସକ୍ରିୟ ଥିବା ୱେବ୍‌ସାଇଟ୍‌ରେ କୁହାଯାଇଛି ସରକାର ୨ କୋଟି ଲ୍ୟ୍ୟାପଟପ୍‌ ଯୁବକଙ୍କୁ ଦେବେ। ଏଥିରେ ନାମ ଓ ଠିକଣା ଆଦି ଭରିବାକୁ ଏକ ଫର୍ମ ରହିଛି। ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହ ଏକ ସବ୍‌ମିଟ୍‌ ବଟନ୍‌ ରହିଛି। ବର୍ତ୍ତମାନ କିନ୍ତୁ ଏହି ଫର୍ମ ସକ୍ରିୟ ନାହିଁ। ପୂର୍ବରୁ ଏଥିରେ ୧୦ ଜଣ ହ୍ୱାଟ୍ସଆପ୍‌ ୟୁଜରଙ୍କୁ ଫରୱାର୍ଡ କରିବାକୁ କୁହାଯାଉଥିଲା। 'http://solor-panel.sarkaari-yojana.in' ମଧ୍ୟ ଏପରି ଏକ ୱେବ୍‌ସାଇଟ୍‌ ଯାହାକି ଲୋକଙ୍କୁ ମିଛ କହି ଫାଇଦା ନେବାକୁ ଚେଷ୍ଟା କରିଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story