୪ ବିଚାରପତିଙ୍କ ପଦୋନ୍ନତିକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ: ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍‌ କରିଥିବା ୪ ଜଣ ବିଚାରପତିଙ୍କ ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ୩୧ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ୨୭ ଜଣ ବିଚାରପତି ରହିଥିଲେ। ବିଚାରପତିଙ୍କ ସଂଖ୍ୟା ପୂରଣ ପାଇଁ କଲେଜିୟମ ୪ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବାକୁ କହିଥିଲେ। କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ୪ ଜଣ ବିଚାରପତି ହେଲେ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ, […]

yy

yy

Hemant Lenka
  • Published: Wednesday, 22 May 2019
  • Updated: 22 May 2019, 06:09 PM IST

Sports

Latest News

ନୂଆଦିଲ୍ଲୀ: ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍‌ କରିଥିବା ୪ ଜଣ ବିଚାରପତିଙ୍କ ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ୩୧ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ୨୭ ଜଣ ବିଚାରପତି ରହିଥିଲେ। ବିଚାରପତିଙ୍କ ସଂଖ୍ୟା ପୂରଣ ପାଇଁ କଲେଜିୟମ ୪ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବାକୁ କହିଥିଲେ।

କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ୪ ଜଣ ବିଚାରପତି ହେଲେ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ, ଜଷ୍ଟିସ୍‌ ଏଏସ୍‌ ବୋପାନ୍ନା, ଜଷ୍ଟିସ୍‌ ବିଆର ଗାଭାଇ ଓ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ।
ଜଷ୍ଟିସ୍ ବୋପାନ୍ନା ଓ ଜଷ୍ଟିସ୍‌ ବୋଷଙ୍କ ନାଁ ପ୍ରଥମେ କଲେଜିୟମ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ। ହେଲେ ଏହାକୁ କେନ୍ଦ୍ର ଫେରାଇ ଦେବା ସହ ନାଁ ଗୁଡ଼ିକ ଉପରେ ବିଚାର କରିବାକୁ କଲେଜିୟମଙ୍କୁ କହିଥିଲେ। ହେଲେ କଲେଜିୟମ ଏହାକୁ ଅଗ୍ରାହ୍ୟ କରିବା ସହ ଆଉ ୨ ଜଣଙ୍କ ନାଁକୁ ଏହି ତାଲିକାରେ ଯୋଡ଼ି କେନ୍ଦ୍ର ସରକାରଙ୍କୁ ପଦୋନ୍ନତି ଦେବା ପାଇଁ କହିଥିଲେ।

ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ କଲେଜିୟମ ଗଠିତ। ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅଧ୍ୟକ୍ଷ ରହିଛନ୍ତି। କେନ୍ଦ୍ର ସରକାର କଲେଜିୟମ ସୁପାରିସ୍‌କୁ ଗ୍ରହଣ କରି ଉକ୍ତ ଫାଇଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ସୁଦ୍ଧା ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story