ପାଠ ପଢିବାକୁ ଆକଟ କରିବାକୁ ମା’ ଓ ଭଉଣୀଙ୍କୁ ହତ୍ୟାକଲା ନାବାଳକ

ନୋଏଡା: “ସୋଫା ଉପରେ ପଢୁଥିଲି। ହେଲେ ମା’ ବିଗିଡ଼ିଲା। କହିଲା ଏଠି ପାଠପଢା ହୁଏନି। ଯା ନିରୋଳାରେ ବସି ପାଠ ପଢ। ସବୁ ମନେ ରହିବ। ଏ କଥାକୁ ଶୁଣି ମୁଣ୍ଡ ବିଗିଡିଗଲା। ମା’ କଥାରେ ରାଜି ହେଲିନି। ସେ ମତେ ଆଖି ଦେଖେଇଲା ଆଉ ତା ପରେ ମାଡ। ବାସ୍‌ ବହୁତ ସହିଲି, ଆଉ ସହି ହେଲାନି। ଶେଷରେ ମୁଁ…..।” ଏ ହେଉଛି ନୋଏଡା ଡବଲ ମର୍ଡର ଘଟଣାରେ ନାବାଳକ ଅଭିଯୁକ୍ତଙ୍କ ବୟାନ। ୧୫ ବର୍ଷିୟ […]

4

4

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 09:42 PM IST

Sports

Latest News

ନୋଏଡା: “ସୋଫା ଉପରେ ପଢୁଥିଲି। ହେଲେ ମା’ ବିଗିଡ଼ିଲା। କହିଲା ଏଠି ପାଠପଢା ହୁଏନି। ଯା ନିରୋଳାରେ ବସି ପାଠ ପଢ। ସବୁ ମନେ ରହିବ। ଏ କଥାକୁ ଶୁଣି ମୁଣ୍ଡ ବିଗିଡିଗଲା। ମା’ କଥାରେ ରାଜି ହେଲିନି। ସେ ମତେ ଆଖି ଦେଖେଇଲା ଆଉ ତା ପରେ ମାଡ। ବାସ୍‌ ବହୁତ ସହିଲି, ଆଉ ସହି ହେଲାନି। ଶେଷରେ ମୁଁ.....।”

ଏ ହେଉଛି ନୋଏଡା ଡବଲ ମର୍ଡର ଘଟଣାରେ ନାବାଳକ ଅଭିଯୁକ୍ତଙ୍କ ବୟାନ। ୧୫ ବର୍ଷିୟ ଏହି ନାବାଳକ ନିଜ ମା’ ଓ ଉଭଣୀକୁ ଅତି ନିର୍ମମ ଭାବ ହତ୍ୟା କରିଥିବା ପୋଲିସ କହିଛି। ଅଭିଯୁକ୍ତ ପୁଅକୁ ଗିରଫ କରିବା ପରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ସେ କଥା ଶୁଣି ଆପଣ ହତବାକ୍‌ ହୋଇଯିବେ।

୪ ଡିସେମ୍ବର ସନ୍ଧ୍ୟାରେ ଗ୍ରେଟର ନୋଏଡା ୱେଷ୍ଟ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ମା’ ପାଠପଢିବାକୁ ଆକଟ କରିବାରୁ ସେହି ରାତିରେ ଅତି ଚତୁରତାର ସହ ବାଳକ ଜଣକ ବ୍ୟାଟରେ ବାଡେଇ ବାଡେଇ ନିଜ ମା’ଙ୍କୁ ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ କେହି ଜାଣିଦେବାର ଭୟ ଥିବାରୁ ଘରେ ଥିବା ନିଜ ଉଭଣୀଙ୍କୁ ମଧ୍ୟ ବାଳକ ଜଣକ ହତ୍ୟା କରି ଫେରାର ହୋଇଯାଇଥିଲେ।

ଘରୁ ଟଙ୍କା ନେଇ ସେ ବିଭିନ୍ନ ସ୍ଥାନ ବୁଲିବୁଲି ଶେଷରେ ବନାରସରେ ପହଞ୍ଚିଯାଇଥିଲେ। ସେଠାରେ ଟଙ୍କା ସରିଯବା ପରେ ତାଙ୍କର ଘର କଥା ମନେ ପଡିଥିଲା । ଫୋନ୍‌ଯୋଗେ ନିଜ ବାପାଙ୍କୁ ଯୋଗାଯୋଗ କରିଥିଲେ। ଏ ନେଇ ପୋଲିସକୁ ଜଣାଇ ଦେବା ପରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ବନାରସରୁ ଗିରଫ କରିବା ସହ ହତ୍ୟା ପଛର କାରଣ ସମ୍ପର୍କରେ ଜାଣିବାକୁ ପାଇଛି।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ ବାଳକ ଜଣକ ପାଠପଢା ପ୍ରତି ଥିବା ବିରକ୍ତି ଭାବକୁ ଏଭଳି ଢଙ୍ଗରେ ଦେଖାଇଛନ୍ତି। ହିତାହିତ ଜ୍ଞାନ ହରାଇ ନିଜ ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ହତ୍ୟା ଅଭିଯୁକ୍ତ ସ୍କୁଲରେ ମଧ୍ୟ ଏକାଏକା ରହୁଥିଲେ ଓ କାହାସହ ବେଶୀ ମିଳାମିଶା କରନ୍ତି ନାହିଁ ବୋଲି ଜାଣିବାକୁ ପାଇଛି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story