ତଳମୁହାଁ ଅର୍ଥନୀତି, ୪.୫%ରେ ପହଞ୍ଚିଲା ଜିଡିପି

ନୂଆଦିଲ୍ଲୀ: ଲଗାତାର ସପ୍ତମ କ୍ୱାର୍ଟର ପାଇଁ ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ (ଜିଡିପି)ରେ ହ୍ରାସ ହେବାରେ ଲାଗିଛି। ୨୦୧୯-୨୦୨୦ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ଜିଡିପି ୪.୫%ରେ ପହଞ୍ଚିଛି। ଗତ ତ୍ରୟମାସିକ ତୁଳନାରେ ଜିଡିପିରେ ୦.୫% ହ୍ରାସ ପାଇଛି। ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷ (୨୦୧୮-୧୯)ର ଦ୍ୱିତୀୟ ତ୍ରୟମାସିକକୁ ତୁଳନା କଲେ ଏଥିରେ ୨.୬% ହ୍ରାସ ହୋଇଛି। ଗତ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଜିଡିପି ୭.୧% ରହିଥିଲା। ଗତ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ଗତ ୬ ବର୍ଷରେ ସବୁଠାରୁ […]

modi

modi

Subrat Kumar Nayak
  • Published: Friday, 29 November 2019
  • Updated: 29 November 2019, 09:53 PM IST

Sports

Latest News

ନୂଆଦିଲ୍ଲୀ: ଲଗାତାର ସପ୍ତମ କ୍ୱାର୍ଟର ପାଇଁ ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ (ଜିଡିପି)ରେ ହ୍ରାସ ହେବାରେ ଲାଗିଛି। ୨୦୧୯-୨୦୨୦ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ଜିଡିପି ୪.୫%ରେ ପହଞ୍ଚିଛି। ଗତ ତ୍ରୟମାସିକ ତୁଳନାରେ ଜିଡିପିରେ ୦.୫% ହ୍ରାସ ପାଇଛି। ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷ (୨୦୧୮-୧୯)ର ଦ୍ୱିତୀୟ ତ୍ରୟମାସିକକୁ ତୁଳନା କଲେ ଏଥିରେ ୨.୬% ହ୍ରାସ ହୋଇଛି। ଗତ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଜିଡିପି ୭.୧% ରହିଥିଲା।

ଗତ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ଗତ ୬ ବର୍ଷରେ ସବୁଠାରୁ ଧୀମା ରହିଥିଲା। ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଶାସନର ଶେଷ ଭାଗରେ ଅର୍ଥାତ ୨୦୧୨-୧୩ ଆର୍ଥିକ ବର୍ଷର ଅନ୍ତିମ ତ୍ରୟମାସରେ ଜିଡିପି ସବୁଠାରୁ କମ୍‌ ୪.୩%ରେ ପହଞ୍ଚିଥିଲା।

ଜିଡିପି ସଂଖ୍ୟା ସହ ୮ କୋଟି ଇନ୍‌ଫ୍ରାଷ୍ଟ୍ରକଚର ଇଣ୍ଡଷ୍ଟ୍ରୀଜ୍‌ର ତଥ୍ୟ ମଧ୍ୟ ଦିଆଯାଇଛି। ଏହା ସ୍ପଷ୍ଟ ପ୍ରମାଣିତ କରିଛଇ ଅକ୍ଟୋବର ମାସରେ ଆଉଟ୍‌ପୁଟ୍‌ରେ ୫.୮% ହ୍ରାସ ହୋଇଛି। ପ୍ରାୟ ୬ରୁ ୮କୋଟି ଶିଳ୍ପ କ୍ଷେତ୍ର ଗଭୀର ପ୍ରଭାବିତ ହୋଇଥିବା ଏଥିରୁ ଜଣାପଡ଼ିଛି। କୋଇଲା ସବୁଠାରୁ ଅଧିକ ପ୍ରଭାବିତ ହୋଇ ଏଥିରେ ୧୭.୬% ହ୍ରାସ ହୋଇଛି।

ଆଜି ଜୁଲାଇ-ସେପ୍ଟେମ୍ବର ତୟମାସର ଫଳାଫଳ ଆସିବା ଆଗରୁ ୬ଥର ନକାରାତ୍ମକ ଜିଡିପି ଆସିସାରିଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ୫%ରେ ପହଞ୍ଚିଥିଲା। ଏହା ଗତ ୬ ବର୍ଷରେ ସର୍ବନିମ୍ନ ଥିଲା। ଏହା ପୂର୍ବରୁ ଭାରତ ଚାଇନାକୁ ପଛରେ ପକାଇ ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବା ଦେଶ ଥିଲା। କିନ୍ତୁ ୨୦୧୮-୧୯ର ଶେଷ କ୍ୱାର୍ଟର ଏବଂ ୨୦୧୯-୨୦ର ପ୍ରଥମ କ୍ୱାର୍ଟରରେ ଭାରତର ଅଭିବୃଦ୍ଧି ଚାଇନାଠାରୁ ମଧ୍ୟ କମ୍‌ ସ୍ଥିତିରେ ପହଞ୍ଚିଛି।

ଭାରତର ଅର୍ଥନୀତିକ ଅଭିବୃଦ୍ଧି ବିଭିନ୍ନ କାରଣରୁ ପ୍ରଭାବିତ ହୋଇଛି। ଘରୋଇ ଖର୍ଚ୍ଚରେ ହ୍ରାସ, ନିବେଶ ଓ ରପ୍ତାନୀରେ ହ୍ରାସ ଏଗୁଡ଼ିକରୁ ଅନ୍ୟତମ। କିନ୍ତୁ ଉତ୍ପାଦନ ପାଇଁ ଆବଶ୍ୟକ ଅର୍ଥର ମଧ୍ୟ ଅଭାବ ରହିଛି। ଏପରିକି ବଜାରରେ ଚାହିଦା ମଧ୍ୟ କମିବାରେ ଲାଗିଛି। ଗତ କିଛି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ ପ୍ରୟାସ କରିଛନ୍ତି। ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେବାକୁ ଏଗୁଡ଼ିକରେ ନିବେଶ ହୋଇଥିଲେ ହେଁ ତାହା ବାସ୍ତବରେ କେତେଦୂର ସଫଳ ହୋଇଛି ତାହା ଜଣାପଡ଼ିନାହିଁ।

ଚଳିତ ବର୍ଷ ଲଗାତାର ୫ ଥର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରେପୋ ରେଟ୍‌ ବା ବ୍ୟାଙ୍କଙ୍କୁ ଦିଆଯାଉଥିବା ସୁଧ ହାରରେ ହ୍ରାସ କରିଛନ୍ତି। ଅନ୍ୟପକ୍ଷରେ ସରକାର ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ‘ସୁପର ରିଚ୍‌ ସରଚାର୍ଜ’ ହଟାଇଦେଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୭୦ ହଜାର କୋଟି ନିବେଶ କରାଯିବା ସହ କର୍ପୋରେଟ୍‌ ଟ୍ୟାକ୍ସରେ ଆଖିଦୃଶିଆ ହ୍ରାସ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story