ଏବେ ଶସ୍ତାରେ ସ୍ୱପ୍ନର ଘର, ରିଅଲ ଇଷ୍ଟେଟ୍‌ରେ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ଓ ବିଚାର ଆଲୋଚନା ପରେ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଛି। ସ୍ୱୀକୃତିପ୍ରାପ୍ତ ରିୟଲ ଇଷ୍ଟେଟ୍ ଡେଭ୍‌ଲପରମାନଙ୍କର ଯେଉଁ ନିର୍ମାଣାଧୀନ ଘର ସବୁ ରହିଛି ସେ ସବୁକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ସର୍ବନିମ୍ନ ଟିକସ ଥାକ ୫% ବାସ୍କେଟ୍‌ରେ ରଖାଯିବ। ଜିଏସ୍‌ଟି ପରିଷଦ ଏହି ନିଷ୍ପତ୍ତି ଗ୍ରହଣ କରିଛି। ପୂର୍ବରୁ ଏଥିରେ ୧୨% ଟିକସ ଲାଗୁଥିବା ବେଳେ […]

dream-house

dream-house

Subrat Kumar Nayak
  • Published: Sunday, 24 February 2019
  • Updated: 24 February 2019, 06:54 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ଓ ବିଚାର ଆଲୋଚନା ପରେ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଛି। ସ୍ୱୀକୃତିପ୍ରାପ୍ତ ରିୟଲ ଇଷ୍ଟେଟ୍ ଡେଭ୍‌ଲପରମାନଙ୍କର ଯେଉଁ ନିର୍ମାଣାଧୀନ ଘର ସବୁ ରହିଛି ସେ ସବୁକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ସର୍ବନିମ୍ନ ଟିକସ ଥାକ ୫% ବାସ୍କେଟ୍‌ରେ ରଖାଯିବ। ଜିଏସ୍‌ଟି ପରିଷଦ ଏହି ନିଷ୍ପତ୍ତି ଗ୍ରହଣ କରିଛି।

ପୂର୍ବରୁ ଏଥିରେ ୧୨% ଟିକସ ଲାଗୁଥିବା ବେଳେ ଏହାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ହୋଇଛି। ଜିଏସ୍‌ଟି ପରିଷଦର ଅଧ୍ୟକ୍ଷ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ସୂଚନା ଦେଇଛନ୍ତି।

ଖାଲି ସେତିକ ନୁହେଁ, ସୁଲଭ ଗ୍ରୁହ ଯୋଜନାରେ ସରକାର ଗରିବ ବାସହୀନ ଲୋକଙ୍କ ପାଇଁ ଯେଉଁ ଗୃହ ନିର୍ମାଣ କରୁଛନ୍ତି ସେଥିରେ ବର୍ତ୍ତମାନ ୮% ଜିଏସ୍‌ଟି ଲାଗୁଥିବା ବେଳେ ତାହାକୁ ୧%କୁ ହ୍ରାସ କରିଦିଆଯାଇଛି ବୋଲି ଜେଟ୍‌ଲୀ କହିଛନ୍ତି।

ଏହି ନୂତନ ଜିଏସ୍‌ଟି ହାର ୨୦୧୯ ଏପ୍ରିଲ୍‌ ୧ରୁ ଲାଗୁ ହେବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଲା ଏହି ନୂଆ ଟିକସ ଲାଗୁ ହେଲା ପରେ ବିଲ୍‌ଡର ମାନେ ଏଥିରେ ଏଣିକି ଇନ୍‌ପୁଟ୍ ଟାକ୍ସ କ୍ରେଡିଟ୍‌ ଦାବି କରିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story