ଅହମଦାବାଦ: ସାମୁଦ୍ରିକ ଝଡ଼ ‘ବାୟୁ’ ପୁଣି ଗୁଜରାଟ ମୁହାଁ ହୋଇଛି। ଏଣୁ ଗୁଜରାଟବାସୀ ଚିନ୍ତା ବଢ଼ି ଯାଇଛି। ପ୍ରତିଦିନ ଏହି ସାମୁଦ୍ରିକ ଝଡ଼ ନିଜର ଗତିପଥ ବଦଳାଉ ଥିବାରୁ, ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ, ସେ ନେଇ ଅନିଶ୍ଚିତତା ଲାଗି ରହିଛି।
ପାଣିପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁଯାୟୀ, 'ବାୟୁ'ର ବେଗ ଦୁର୍ବଳ ହୋଇଥିଲେ ମଧ୍ୟ ‘ଅତି ଗମ୍ଭୀର’ ଶ୍ରେଣୀରେ ସାମିଲ ରହିଛି। ଗତକାଲି ‘ବାୟୁ’ର ଗତି ସମୁଦ୍ର ମଧ୍ୟରେ ପଶ୍ଚିମ ମୁହାଁ ହୋଇଛି। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ଗୁଜରାଟର କଚ୍ଛ ଉପକୂଳ ପହଞ୍ଚିବାର ସୂଚନା ରହିଛି।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଏବେ 'ବାୟୁ' ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ସୌରାଷ୍ଟ୍ର ଓ କଚ୍ଛ ମୁହାଁ ହୋଇ ଆସୁଛି। କିନ୍ତୁ ସ୍ଥଳଭାଗ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇଯାଇଥିବ ବୋଲି ଆଶା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରମୁଖ ।
National
ପରିବାର ସହ ଛୁଟି କାଟିବାକୁ ଗଲେ ଡାକ୍ତର, ଘରେ କଳାକନା ବୁଲାଇଲା ଚାକର
ନୂଆ ବର୍ଷ ପାଳିବାକୁ ନିଜ ପରିବାର ସହ ଯାଇଥିବା ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଚାକର । ସୁନା ଅଳଙ୍କାର ଓ ହୀରା ଖଚିତ ହାର ସହ ନଗଦ ଟଙ୍କା ମିଶାଇ ସମୁଦାୟ ସାଢେ ୮ ଲକ୍ଷ ଲୁଟିନେଲେ
National
ମହିଳାଙ୍କ ECG କରୁଥିଲେ ସଫେଇ କର୍ମଚାରୀ, ମାଡ଼ି ବସିଲେ ପୂର୍ବତନ କର୍ପୋରେଟର
ଇସିଜି ପାଇଁ କ’ଣ ଅତିରିକ୍ତ ଟଙ୍କା ମିଳୁଛି ବୋଲି ସିଦ୍ଦିକୀ ପଚାରିବାରୁ ଏହାର ଜବାବ ନା ବୋଲି କହିଥିଲେ ମୁକେଶ।
National
ସମ୍ଭାଳି ପାରିଲେନି, ମଦ ଦୋକାନରେ ଚୋରି କରିବା ବେଳେ ପ୍ରବଳ ପିଇଦେଲ: ଆଉ ତା’ ପରେ...
ନବବର୍ଷ ପୂର୍ବରୁ ଏତେ ଜିନିଷ ଲୁଟ କରିବାରେ ସେ ସଫଳ ହୋଇଥିବାରୁ ଖୁସିରେ ପିଇ ଚାଲିଥିଲା। ସେ ଏତେ ପିଇଥିଲା ଯେ ତାକୁ ପୂରା ନିଶା ହୋଇଯାଇଥିଲା।
National
ବର୍ଷର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ।