ସମଲିଙ୍ଗୀ ପ୍ରାଇଡ୍‌ ପ୍ୟାରେଡ୍‌ରେ ବନ୍ଧୁକ ଆତଙ୍କ, ବ୍ୟାପକ ଦଳାଚକଟା

ୱାଶିଂଟନ୍‌: ଆମେରିକାର ୱାଶିଂଟନରେ ସମଲିଙ୍ଗୀ ପ୍ରାଇଡ୍‌ ପ୍ୟାରେଡ୍‌ରେ ଅଘଟଣ ଘଟିଛି। ପ୍ୟାରେଡ୍‌ ବେଳେ ଜଣେ ଭାରତୀୟ ବଂଶଦ୍ଭୋବ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେଠାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍‌ ବନ୍ଧୁକଧାରୀ ୩୮ ବର୍ଷୀୟ ଅଫତାବଜୀତ ସିଂହଙ୍କୁ ଗିରଫ କରିଛି। ସେ ଭିଡ଼ ମଧ୍ୟରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ବନ୍ଧକୁ ଦେଖାଇ ଧମକ ଦେଇଥିଲେ। ଏହାକୁ ନେଇ ପ୍ୟାରେଡ୍‌ରେ ସାମିଲ ଥିବା ସମଲିଙ୍ଗୀଙ୍କ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଥିଲା। […]

u

u

Hemant Lenka
  • Published: Monday, 10 June 2019
  • Updated: 10 June 2019, 04:45 PM IST

Sports

Latest News

ୱାଶିଂଟନ୍‌: ଆମେରିକାର ୱାଶିଂଟନରେ ସମଲିଙ୍ଗୀ ପ୍ରାଇଡ୍‌ ପ୍ୟାରେଡ୍‌ରେ ଅଘଟଣ ଘଟିଛି। ପ୍ୟାରେଡ୍‌ ବେଳେ ଜଣେ ଭାରତୀୟ ବଂଶଦ୍ଭୋବ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେଠାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍‌ ବନ୍ଧୁକଧାରୀ ୩୮ ବର୍ଷୀୟ ଅଫତାବଜୀତ ସିଂହଙ୍କୁ ଗିରଫ କରିଛି। ସେ ଭିଡ଼ ମଧ୍ୟରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ବନ୍ଧକୁ ଦେଖାଇ ଧମକ ଦେଇଥିଲେ।

ଏହାକୁ ନେଇ ପ୍ୟାରେଡ୍‌ରେ ସାମିଲ ଥିବା ସମଲିଙ୍ଗୀଙ୍କ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଥିଲା। ଏଥିପାଇଁ ସେମାନେ ଏଣେତେଣେ ଦୌଡ଼ିଥିଲେ। ଏହି କାରଣରୁ ସେଠାରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚି ଧୁସର ରଙ୍ଗର ବ୍ୟାଗ ମଧ୍ୟରେ ବନ୍ଧୁକ ରଖିଥିବା ଅଫତାବଜୀତ ସିଂହଙ୍କୁ ଗିରଫ କରିଥିଲା। ପୁଲିସ୍‌ ତାଙ୍କ ନାଁରେ ବିଭିନ୍ନ ସଂଗିନ ଦଫା ଲଗାଇ ମାମଲାର ତଦନ୍ତ ଆରମ୍ଭ କରିଛି। ଗତକାଲି ଆୟୋଜିତ ସମଲିଙ୍ଗୀ ପ୍ୟାରେଡ୍‌ରେ ହଜାର ହଜାର ସଂଖ୍ୟାରେ ଗେ’, ଲେସବିୟନ, ବିସେକ୍ସୁଆଲ, କିନ୍ନର ଓ କ୍ୟୁରେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story