ପୁଲିସ୍‌-ଓକିଲ ତୁମୂଳକାଣ୍ଡ, ଆଖି ଆଗରେ ଜଳିଗଲା ପୁଲିସ୍‌ ଗାଡ଼ି

ଦିଲ୍ଲୀ: ଶନିବାର ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସାମ୍ନାରେ ପୁଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ତୁମୂଳ କାଣ୍ଡ ଦେଖିବାକୁ ମିଳିଛି। ଏହି ସମୟରେ ଗୁଳି ଫୁଟାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଏଥିରେ ଜଣେ ଓକିଲ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ସେଣ୍ଟ ଷ୍ଟିଫେନ୍‌ ହସ୍ପିଟାଲ ନିଆଯାଇଛି। ଓକିଲମାନେ ଅଭିଯୋଗ ଆଣିଛନ୍ତି ଥାର୍ଡ ବାଟାଲିଅନ୍‌ ପୁଲିସ୍‌ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ସେମାନେ କହିବା ଅନୁଯାୟୀ, କିଛି ଓକିଲ ଏବଂ ପୁଲିସ୍‌ମାନଙ୍କ ମଧ୍ୟରେ ପାର୍କିଂକୁ […]

delhi

delhi

Subrat Kumar Nayak
  • Published: Saturday, 02 November 2019
  • Updated: 02 November 2019, 05:36 PM IST

Sports

Latest News

ଦିଲ୍ଲୀ: ଶନିବାର ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସାମ୍ନାରେ ପୁଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ତୁମୂଳ କାଣ୍ଡ ଦେଖିବାକୁ ମିଳିଛି। ଏହି ସମୟରେ ଗୁଳି ଫୁଟାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଏଥିରେ ଜଣେ ଓକିଲ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ସେଣ୍ଟ ଷ୍ଟିଫେନ୍‌ ହସ୍ପିଟାଲ ନିଆଯାଇଛି।

ଓକିଲମାନେ ଅଭିଯୋଗ ଆଣିଛନ୍ତି ଥାର୍ଡ ବାଟାଲିଅନ୍‌ ପୁଲିସ୍‌ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ସେମାନେ କହିବା ଅନୁଯାୟୀ, କିଛି ଓକିଲ ଏବଂ ପୁଲିସ୍‌ମାନଙ୍କ ମଧ୍ୟରେ ପାର୍କିଂକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ବିଷମ ରୂପ ନେଇଥିଲା। କିନ୍ତୁ ପ୍ରକୃତ କାରଣ ଏଯାଏ ଜଣାପଡ଼ିନାହିଁ। ତେବେ ଏଭଳି ଗଣ୍ଡଗୋଳରେ ଏକ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇଦିଆଯାଇଥିଲା।

ତିସ୍‌ ହଜାରୀ ବାର ଆସୋସିଏସନ୍‌ର ଜଣେ କର୍ମକର୍ତ୍ତା କହିବା ଅନୁଯାୟୀ, ଜଣେ ଓକିଲ କୋର୍ଟକୁ ଆସିଥିବାବେଳେ ଏକ ପୁଲିସ୍‌ ଗାଡ଼ି ତାଙ୍କ ଗାଡ଼ିରେ ମାଡ଼ ହୋଇଥିଲା। ଓକିଲ ଜଣକ ଏହି ଘଟଣାକୁ ନେଇ ପଚାରିବାରୁ ୬ ଜଣ ପୁଲିସ୍‌ ତାଙ୍କୁ ଟେକି ନେଇ ମାଡ଼ ମାରିଥିଲେ। ଲୋକେ ଏହା ଦେଖି ପୁଲିସ୍‌ ଡାକିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ଏସ୍‌ଏଚ୍‌ଓ ଓ ସ୍ଥାନୀୟ ପୁଲିସ୍‌ ଆସିଲା ପରେ ସେମାନଙ୍କୁ ଭିତରକୁ ଛଡ଼ାଯାଇନଥିଲା। ଆମେ ହାଇକୋର୍ଟକୁ ଜଣାଇବା ପରେ ଏକ ଟିମ୍‌ ପଠାଯାଇଥିଲା। ଏପରିକି ୬ ଜଣ ବିଚାରପତି ଯିବାପରେ ସେମାନଙ୍କୁ ଛଡ଼ାଯାଇନଥିଲା। ସେମାନେ ଯିବା ପରେ ପରେ ପୁଲିସ୍‌ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା।

ତେବେ ଦିଲ୍ଲୀ ପୁଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଶୃଙ୍ଖଳା ପାଇଁ ବର୍ତ୍ତମାନ ସୁରକ୍ଷା କର୍ମୀ ମୂତୟନ କରାଯାଇଛି। ତେବେ ଏହି ସୁବିଧାରେ ଉତ୍ତରପ୍ରଦେଶ ପୁଲିସ୍‌ ହେପାଜତରେ ଥିବା ଜଣେ କଏଦୀ ଖସିଯିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ବାର୍‌ କାଉନସିଲ୍‌ ଅଧ୍ୟକ୍ଷ ଓକିଲମାନଙ୍କୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ଜଣେ ଓକିଲ ଗୁରୁତର ଆହତ ହୋଇଛନ୍ତି। ଜଣେ ଯୁବ ଓକିଲଙ୍କୁ ହାଜତ ଭିତରେ ରଖାଯାଇଛି। ଆମେ ଓକିଲଙ୍କୁ ସମର୍ଥନ ଜଣାଉଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story