ଗୁରୁଦାସପୁର ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ

ନୂଆଦିଲ୍ଲୀ: ପଞ୍ଚାବ ଗୁରୁଦାସପୁରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳିଛି। ଏହି ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନ ନିର୍ମିତ ସାମଗ୍ରୀ  ମିଳିଛି।  ଏହି ୩ ଆତଙ୍କବାଦୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଏହି ପ୍ରମାଣ ପାଇଛନ୍ତି । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଆତଙ୍କୀଙ୍କ ହାତରୁ ଯେଉଁ  ସାମଗ୍ରୀ ମିଳିଛି  ସେଥିରେ ମେଡ୍ ଇନ୍ ପାକିସ୍ତାନ ଲେଖା ରହିଛି । ଏଥିରୁ ସ୍ପଷ୍ଟ ଭାବ ପ୍ରମାଣିତ ହେଉଛି ଯେ, […]

punjab-attack-

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 10:35 AM IST

ନୂଆଦିଲ୍ଲୀ: ପଞ୍ଚାବ ଗୁରୁଦାସପୁରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳିଛି। ଏହି ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନ ନିର୍ମିତ ସାମଗ୍ରୀ  ମିଳିଛି।  ଏହି ୩ ଆତଙ୍କବାଦୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଏହି ପ୍ରମାଣ ପାଇଛନ୍ତି । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଆତଙ୍କୀଙ୍କ ହାତରୁ ଯେଉଁ  ସାମଗ୍ରୀ ମିଳିଛି  ସେଥିରେ ମେଡ୍ ଇନ୍ ପାକିସ୍ତାନ ଲେଖା ରହିଛି । ଏଥିରୁ ସ୍ପଷ୍ଟ ଭାବ ପ୍ରମାଣିତ ହେଉଛି ଯେ, ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ନାଇଟ୍ ଭିଜନ୍ ଡିବାଇସରେ ବର୍ନିଂ ଓ ୟୁଏସ ସରକାରଙ୍କ ପ୍ରପଟିର ମାର୍କ ଲଗିଛି।

ପ୍ରାଥମିକ ତଦନ୍ତରୁ ଏହା ଅନୁମାନ କରାଯାଉଛି ଯେ, ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଠାରୁ ଏହି ଡିଭାଇସ୍ ଆତଙ୍କୀ ମାନଙ୍କୁ ମିଳିଥିବା ଜଣାପଡିଛି।

 

Related story