୧୧ତମ ଏଏସ୍‌ଇଏମ୍‌ ସମ୍ମିଳନୀ: ମଙ୍ଗୋଲିଆରେ ଉପରାଷ୍ଟ୍ରପତି ହମିଦ୍‌ ଆନ୍‌ସାରୀ

ନୂଆଦିଲ୍ଲୀ:୧୧ତମ ଏସିଆ-ୟୁରୋପ୍‌ ସମ୍ମିଳନୀ(ଏଏସ୍‌ଇଏମ୍‌) ପାଇଁ ଉପରାଷ୍ଟ୍ରପତି ହମିଦ୍‌ ଆନ୍‌ସାରୀ ଗୁରୁବାର ମଙ୍ଗୋଲିଆର ଉଲାନ୍‌ ବାଟୋରରେ ପହଞ୍ଚିଛନ୍ତି। ତାଙ୍କୁ ସ୍ୱାଗତ କରିବାକୁ ଚେଙ୍ଗିଜ୍‌ ଖାନ୍‌ ବିମାନବନ୍ଦରରେ ମଙ୍ଗୋଲିଆର ରାଷ୍ଟ୍ରମୁଖ୍ୟ ପି.ସାଙ୍ଗାନ୍‌ ଓ ଭାରତର ରାଷ୍ଟ୍ରଦୂତ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲିଠାରୁ ଦୁଇ ଦିନିଆ ଏଏସ୍‌ଇଏମ୍‌ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ୩୪ଟି ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯୋଗଦେବେ।

hamid-ansari

Rakesh Mallick
  • Published: Thursday, 14 July 2016
  • , Updated: 04 May 2017, 03:44 PM IST

ନୂଆଦିଲ୍ଲୀ:୧୧ତମ ଏସିଆ-ୟୁରୋପ୍‌ ସମ୍ମିଳନୀ(ଏଏସ୍‌ଇଏମ୍‌) ପାଇଁ ଉପରାଷ୍ଟ୍ରପତି ହମିଦ୍‌ ଆନ୍‌ସାରୀ ଗୁରୁବାର ମଙ୍ଗୋଲିଆର ଉଲାନ୍‌ ବାଟୋରରେ ପହଞ୍ଚିଛନ୍ତି।

ତାଙ୍କୁ ସ୍ୱାଗତ କରିବାକୁ ଚେଙ୍ଗିଜ୍‌ ଖାନ୍‌ ବିମାନବନ୍ଦରରେ ମଙ୍ଗୋଲିଆର ରାଷ୍ଟ୍ରମୁଖ୍ୟ ପି.ସାଙ୍ଗାନ୍‌ ଓ ଭାରତର ରାଷ୍ଟ୍ରଦୂତ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତାକାଲିଠାରୁ ଦୁଇ ଦିନିଆ ଏଏସ୍‌ଇଏମ୍‌ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ୩୪ଟି ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯୋଗଦେବେ।

Related story