ଭାରତ ଛାଡ଼ିବ ହାର୍ଲି ଡେଭିଡସନ

ନୂଆଦିଲ୍ଲୀ: ଆମେରିକୀୟ ବ୍ରାଣ୍ଡର ବାଇକ ହାର୍ଲି ଡେଭିଡସନ ଖୁବ୍‌ ଶୀଘ୍ର ଭାରତ ଛାଡ଼ିବ । ନିଜ କାରବାରର ପୁନର୍ବିନ୍ୟାସ ପାଇଁ  କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଭାରତରେ ଏହାର ଉତ୍ପାଦନ ଓ ବିକ୍ରୟକୁ ବନ୍ଦ କରିଦେଇଛି ହାର୍ଲି ଡେଭିଡସନ । ଯେଉଁ ଦେଶରେ ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ  ଗୁରୁତ୍ୱ ଦେଉଛି।  ତା ସହିତ ଯେଉଁ ଦେଶରେ ବ୍ରାଣ୍ଡର ଚାହିଦା ନାହିଁ ସେ […]

bike

bike

Niharika Rout
  • Published: Friday, 25 September 2020
  • Updated: 25 September 2020, 11:00 AM IST

Sports

Latest News

ନୂଆଦିଲ୍ଲୀ: ଆମେରିକୀୟ ବ୍ରାଣ୍ଡର ବାଇକ ହାର୍ଲି ଡେଭିଡସନ ଖୁବ୍‌ ଶୀଘ୍ର ଭାରତ ଛାଡ଼ିବ । ନିଜ କାରବାରର ପୁନର୍ବିନ୍ୟାସ ପାଇଁ  କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଭାରତରେ ଏହାର ଉତ୍ପାଦନ ଓ ବିକ୍ରୟକୁ ବନ୍ଦ କରିଦେଇଛି ହାର୍ଲି ଡେଭିଡସନ ।

ଯେଉଁ ଦେଶରେ ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ  ଗୁରୁତ୍ୱ ଦେଉଛି।  ତା ସହିତ ଯେଉଁ ଦେଶରେ ବ୍ରାଣ୍ଡର ଚାହିଦା ନାହିଁ ସେ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଭାରତରେ ହାର୍ଲି ଡେଭିଡସନ ଗାଡ଼ିର ବଜାର ଚାହିଦା ନଥିବାରୁ ଏପରି  ନିଷ୍ପତ୍ତି ନେଇଛି କଂପାନୀ । ଏନେଇ କଂପାନୀ ପକ୍ଷରୁ ବିବୃତି ଜାରି କରି ସ୍ପଷ୍ଟ କରାଯାଇଛି ।

ହରିଆଣାର ବଓ୍ୱାଲରେ  ଥିବା କମ୍ପାନୀର ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ଗୁରୁଗ୍ରାମରେ ଥିବା ଅଫିସକୁ ମଧ୍ୟ ଛୋଟ କରାଯାଇଛି। ଫଳରେ ୭୦  କର୍ମଚାରୀ ଚାକିରୀ ହରାଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ବିକ୍ରି ହୋଇଥିବା ଗାଡ଼ିକୁ ସର୍ଭିସ ଯୋଗାଇଦେବାକୁ କଂପାନୀ ସମସ୍ତ ବ୍ୟବସ୍ଥା କରିବା ସହ ଗ୍ରାହକଙ୍କୁ ପୂର୍ବରୁ କମ୍ପାନୀ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଉଥିବା କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story