ବିମାନ ବନ୍ଦରରେ ସ୍କ୍ରିନ୍ ଟେଷ୍ଟ ପରେ କେମିତି ପ୍ରବେଶ କରୁଛି କରୋନା?

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ଆସି ପହଞ୍ଚିଛି। ବିମାନ ବନ୍ଦରରେ ସ୍କ୍ରିନଟେଷ୍ଟ ହେଉଥିବା ବେଳେ ଦେଶ ଭିତରକୁ କିଭଳି କରୋନା ଭାଇରସ ପ୍ରବେଶ କଲା ତାହା ଏବେ ବଡ଼ ପ୍ରଶ୍ନ। ଏଭଳି କିଛି ପ୍ରଶ୍ନ ଏବେ ବିଭିନ୍ନ ଗଣମାଧ୍ୟମ ସୋଶାଲ ମିଡିଆରେ ଉଠିବା ପରେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଧନ। ବିମାନ ବନ୍ଦରରେ ହେଉଥିବା ସ୍କ୍ରନିଂ ପ୍ରକ୍ରିୟାକୁ ନେଇ ସେ କହିଛନ୍ତି, ସ୍କ୍ରିନ ଟେଷ୍ଟ ବେଳେ କରୋନା […]

screening

screening

Subhransu Sekhar
  • Published: Thursday, 12 March 2020
  • Updated: 12 March 2020, 04:14 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ଆସି ପହଞ୍ଚିଛି। ବିମାନ ବନ୍ଦରରେ ସ୍କ୍ରିନଟେଷ୍ଟ ହେଉଥିବା ବେଳେ ଦେଶ ଭିତରକୁ କିଭଳି କରୋନା ଭାଇରସ ପ୍ରବେଶ କଲା ତାହା ଏବେ ବଡ଼ ପ୍ରଶ୍ନ। ଏଭଳି କିଛି ପ୍ରଶ୍ନ ଏବେ ବିଭିନ୍ନ ଗଣମାଧ୍ୟମ ସୋଶାଲ ମିଡିଆରେ ଉଠିବା ପରେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଧନ।

ବିମାନ ବନ୍ଦରରେ ହେଉଥିବା ସ୍କ୍ରନିଂ ପ୍ରକ୍ରିୟାକୁ ନେଇ ସେ କହିଛନ୍ତି, ସ୍କ୍ରିନ ଟେଷ୍ଟ ବେଳେ କରୋନା ଭାଇରସ ଚିହ୍ନଟ ହେବ ବୋଲି ସେମିତି କିଛି ମାନେ ନାହିଁ। ସେହି ସମୟରେ କରୋନା ଭାଇରସ ସେତେଟା ସକ୍ରିୟ ହୋଇନଥିବା। ସମୟକ୍ରମେ ସ୍କ୍ରିନଟେଷ୍ଟ ହୋଇଥିଲେ ମଧ୍ୟ ଏହି ଭାଇରସ ସକ୍ରିୟ ହୋଇପାରିବ। ତେଣୁ ସରକାର ସ୍କ୍ରନିଂ ପରେ ବି ସନ୍ଦିଗ୍ଧ ଲୋକଙ୍କ ଉପରେ କଡ଼ା ନଜର ରଖୁଛନ୍ତି ବୋଲି ଦିଲ୍ଲୀର ଏହି ସାଂସଦ କହିଛନ୍ତି।

ଯେଉଁ ଯାତ୍ରୀ ବିମାନରୁ ଆସନ୍ତି ସେମାନଙ୍କର ସ୍କ୍ରିନ ଟେଷ୍ଟ ହେବା ପୂର୍ବରୁ ସେଲ୍ଫ ଡିକଲରାଏସନ ଫର୍ମ ପୂରଣ କରିବାକୁ କୁହାଯାଏ। ଏହାପରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ ଟେଷ୍ଟ ହୁଏ। ଯେଉଁଥିରେ ସଂପୃକ୍ତ ବ୍ୟଙ୍କିଙ୍କର ଲକ୍ଷଣ, ଶରୀର କୌଣସି ରୋଗ ଆଦି ବାବଦରେ ଲେଖା ହୋଇ ରଖାଯାଏ। ଯଦି କରୋନା ଲକ୍ଷଣ ଚିହ୍ନଟ ହେବ ତାହେଲେ ସେମାନଙ୍କୁ ଅଲଗା କରି ରଖାଯିବ ନହେଲେ ଯଦି କେହି ସନ୍ଦିଗ୍ଧ ଭଳି ରୁହେ ତା’ହେଲେ ତାଙ୍କୁ ମଧ୍ୟ ଅଲଗା କରି ରଖାଯାଏ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, କରୋନା ସନ୍ଦିଗ୍ଧଙ୍କୁ ଉପରେ କଡ଼ା ନଜର ରହିଛି। ଦେଶରେ ପ୍ରାୟ 30 ରୁ 35 ହଜାର ଲୋକ ଏ ନେଇ ତଦାରଖ ଦାୟିତ୍ୱରେ ଅଛନ୍ତି। ସେମାନଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଉଛି।

କରୋନା ଭାଇରସ ଉପରେ ଏବେ ସରକାର କଡ଼ା ନଜର ରଖିଛନ୍ତି। ବିମାନରୁ ଆସିଥିବା ଯାତ୍ରୀଙ୍କର ମଧ୍ୟ ସ୍କ୍ରିନଟେଷ୍ଟ ହୋଇଛି। ମୋଟ୍ ୧୦,୫୭,୫୦୬ ଯାତ୍ରୀଙ୍କର ସ୍କ୍ରିନଟେଷ୍ଟ ହୋଇଥିବା ଜଣାପଡ଼ିଛି। ୩୦ଟି ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ସରକାର ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ୱର (+91-11-23978046) ଓ ଇ-ମେଲ୍ ଆଇଡି (ncov2019@gmail.com) ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story