ପିଲାଙ୍କ ସୁରକ୍ଷା କଥା କାହିଁକି ବୁଝିବେନି ଶିକ୍ଷକ ? ସିବିଏସଇକୁ  ପ୍ରଶ୍ନ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏକାଡେମିକ ସମ୍ବନ୍ଧୀୟ ବ୍ୟତୀତ ଶିକ୍ଷକମାନେ ଅନ୍ୟ କିଛି ଦାୟିତ୍ୱ ବୁଝିବେ ନାହିଁ । ସିବିଏସଇ  ରୁଲରେ ଏମିତି କିଛି  ସଂଶୋଧନ କରାଯାଇଛି। ଏହାକୁ  ନେଇ ସିବିଏସଇକୁ ଦିଲ୍ଲୀ ହାଇକୋର୍ଟ ନୋଟିସ କରିଛନ୍ତି। ଶିକ୍ଷକଙ୍କୁ  ଅନେକ ଦାୟିତ୍ୱରୁ ମୁକ୍ତି ଦିଆଯାଇଥିବାରୁ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି କ୍ୟାଣ୍ଟିନ ପରିଚାଳନା ଏବଂ  ସ୍କୁଲ ବସରେ ପିଲାଙ୍କୁ ସହଯୋଗ ନେଇ ଶିକ୍ଷକମାନଙ୍କୁ ମୁକ୍ତ କରାଯାଇଥିବାରୁ  ଦିଲ୍ଲୀ ହାଇକୋର୍ଟ ନାପସନ୍ଦ କରିଛନ୍ତି। ଏ ସମ୍ପର୍କରେ ହାଇକୋର୍ଟ ସିବିଏସଇକୁ ନୋଟିସ କରିଛନ୍ତି। […]

cbse-1

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 04:58 PM IST

ନୂଆଦିଲ୍ଲୀ: ଏକାଡେମିକ ସମ୍ବନ୍ଧୀୟ ବ୍ୟତୀତ ଶିକ୍ଷକମାନେ ଅନ୍ୟ କିଛି ଦାୟିତ୍ୱ ବୁଝିବେ ନାହିଁ । ସିବିଏସଇ  ରୁଲରେ ଏମିତି କିଛି  ସଂଶୋଧନ କରାଯାଇଛି। ଏହାକୁ  ନେଇ ସିବିଏସଇକୁ ଦିଲ୍ଲୀ ହାଇକୋର୍ଟ ନୋଟିସ କରିଛନ୍ତି। ଶିକ୍ଷକଙ୍କୁ  ଅନେକ ଦାୟିତ୍ୱରୁ ମୁକ୍ତି ଦିଆଯାଇଥିବାରୁ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି କ୍ୟାଣ୍ଟିନ ପରିଚାଳନା ଏବଂ  ସ୍କୁଲ ବସରେ ପିଲାଙ୍କୁ ସହଯୋଗ ନେଇ ଶିକ୍ଷକମାନଙ୍କୁ ମୁକ୍ତ କରାଯାଇଥିବାରୁ  ଦିଲ୍ଲୀ ହାଇକୋର୍ଟ ନାପସନ୍ଦ କରିଛନ୍ତି।

ଏ ସମ୍ପର୍କରେ ହାଇକୋର୍ଟ ସିବିଏସଇକୁ ନୋଟିସ କରିଛନ୍ତି। ନଭେମ୍ବର ୬ରେ ଏ ସମ୍ପର୍କରେ ଯବାବ ଦାଖଲ ପାଇଁ ହାଇକୋର୍ଟ ସିବିଏସଇକୁ ନୋଟିସ କରିଛନ୍ତି।  ଅଙ୍ଗିକା ଡେଭଲପମେଣ୍ଟ ସୋସାଇଟି ନାମକ ଏକ ଏନଜିଓ ଏ ସମ୍ପର୍କରେ ଏକ ମାମଲା ହାଇକୋର୍ଟରେ ଦାୟର କରିଥିଲା । ଉକ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ସିବିଏସଇକୁ ଏହି ନୋଟିସ ଦେଇଛନ୍ତି।

Related story