ସୋନିଆ, ରାହୁଲଙ୍କ ଘୃଣା ଭାଷଣ ମାମଲାରେ ଦିଲ୍ଲୀ ପୁଲିସ ଓ କେନ୍ଦ୍ରକୁ ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତା ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଉସକେଇଲା ଭଳି ମନ୍ତବ୍ୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଆବେଦନ ହୋଇଥିଲା। ଏହାର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ କରିଛନ୍ତି। ଏହି ସବୁ ନେତା ଉସକେଇଲା ଭଳି ମନ୍ତବ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ବୋଲି ଆବେଦନକାରୀ କୋର୍ଟରେ ଦର୍ଶାଇଥିଲେ। ଏହି ମାମଲାର ପରବର୍ତ୍ତୀ […]

sonia rahul priyanka

sonia rahul priyanka

Subhransu Sekhar
  • Published: Friday, 28 February 2020
  • Updated: 28 February 2020, 04:12 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତା ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଉସକେଇଲା ଭଳି ମନ୍ତବ୍ୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଆବେଦନ ହୋଇଥିଲା। ଏହାର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ କରିଛନ୍ତି। ଏହି ସବୁ ନେତା ଉସକେଇଲା ଭଳି ମନ୍ତବ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ବୋଲି ଆବେଦନକାରୀ କୋର୍ଟରେ ଦର୍ଶାଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ।

ଲୟର୍ସ ଭଏସ ନାମକ ସଂଗଠନ ଏହି ଆବେଦନ କରିଛି। ଦିଲ୍ଲୀ ଗାଇକୋର୍ଟର ମୁଖ୍ୟ ବିଚାରପତି ଡିଏନ ପଟେଲ ଏବଂ ଜଷ୍ଟିସ୍ ସି ହରି ଶଙ୍କରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ଆବେଦନକାରୀ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଆପ୍ ବିଧାୟକ ଅମାମତୁଲ୍ଲନା ଖାନ୍, ମୁମ୍ୱାଇରେ ଏଆଇଏମଆଇଏମର ପୂର୍ବତନ ବିଧାୟକ ବାରିସ ପଠାନ ତଥା ଏଆଇଏମଆଇଏମର ନେତା ଓବେସି ଲୋକଙ୍କୁ ଉସକେଇବାକୁ ଯାଇ ଘୃଣ୍ୟ ମନ୍ତବ୍ୟ ଦେଇଥିବା ଦର୍ଶାଯାଇଛି। ଏବେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରକୁ ନୋଟିସ କରିଛନ୍ତି।

ସେହିପରି ବଲିଉଡ଼ ଅଭିନେତ୍ରୀ ସ୍ୱରା ଭାସ୍କର, ହର୍ଷ ମନ୍ଦରଙ୍କ ବିରୋଧରେ ଏନଆଇ ତଦନ୍ତ ହେଉ ବୋଲି ଆବେଦନ ହୋଇଛି। ସିଏଏ ଏବଂ ଏନଆରସିକୁ ନେଇ ଏହି ଦୁଇ ବ୍ୟକ୍ତି ବିଭ୍ରାନ୍ତିକର ଟୁଇଟ୍ କରିଥିବା ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story