ଇସ୍ତଫା ଦେଲେ ଟ୍ୱିଟର୍‌ର ଇଣ୍ଡିଆ ମୁଖ୍ୟ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର୍‌ ଇଣ୍ଡିଆ ମୁଖ୍ୟ ତରନ୍‌ଜୀତ ସିଂହ ନିଜ ପଦକୁ ଅବ୍ୟାହତି ନେଇଛନ୍ତି। ସେ ଦୀର୍ଘ ୧୬ମାସ ହେଲା ପଦୋନ୍ନତି ପାଇ ଏହି ଦାୟିତ୍ୱ ସମ୍ପାଦନ କରୁଥିଲେ। କିନ୍ତୁ ଅପ୍ରତ୍ୟାଶିତ ଭାବେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ଶ୍ରୀ ସିଂହ ଦୀର୍ଘ ୪ ବର୍ଷ ହେଲା ଟ୍ୱିଟର୍‌ର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ବିବିସି, ଆଉଟ୍‌ଲୁକ୍‌ ମ୍ୟାଗାଜିନ ଓ ପାଏନିଓର୍‌ ଖବରକାଗଜ ଭଳି ସଂସ୍ଥା ପାଇଁ କାମ […]

taranjit-jpg

Hemant Lenka
  • Published: Wednesday, 05 September 2018
  • , Updated: 05 September 2018, 02:46 PM IST
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର୍‌ ଇଣ୍ଡିଆ ମୁଖ୍ୟ ତରନ୍‌ଜୀତ ସିଂହ ନିଜ ପଦକୁ ଅବ୍ୟାହତି ନେଇଛନ୍ତି। ସେ ଦୀର୍ଘ ୧୬ମାସ ହେଲା ପଦୋନ୍ନତି ପାଇ ଏହି ଦାୟିତ୍ୱ ସମ୍ପାଦନ କରୁଥିଲେ। କିନ୍ତୁ ଅପ୍ରତ୍ୟାଶିତ ଭାବେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 
ଶ୍ରୀ ସିଂହ ଦୀର୍ଘ ୪ ବର୍ଷ ହେଲା ଟ୍ୱିଟର୍‌ର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ବିବିସି, ଆଉଟ୍‌ଲୁକ୍‌ ମ୍ୟାଗାଜିନ ଓ ପାଏନିଓର୍‌ ଖବରକାଗଜ ଭଳି ସଂସ୍ଥା ପାଇଁ କାମ କରୁଥିଲେ।
ଶ୍ରୀ ସିଂହଙ୍କ ସ୍ଥାନରେ ଟ୍ୱିଟର୍‌ର ରେଭେନ୍ୟୁ ଷ୍ଟ୍ରାଟେଜି ଓ ଓ ଅପରେସନ୍‌ର ଗ୍ଲୋବାଲ ମୁଖ୍ୟ ବାଲାଜୀ କ୍ରିଶ ମଧ୍ୟବର୍ତ୍ତୀକାଳୀନ ଭାରତୀୟ ଟ୍ୱିଟର୍‌ ମୁଖ୍ୟ ଭାବେ ଦାୟିତ୍ୱ ସମ୍ପାଦନ କରିବେ।

Related story