ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଦିଲ୍ଲୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଦିଲ୍ଲୀ। ଏନେଇ ଗୁଇନ୍ଦା ସଂସ୍ଥା ଆଇବି ଆଲର୍ଟ ଜାରି କରିଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ସ୍ଥାନ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଥିବାରୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର,ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେସନ୍ ଓ କିଛି ମଲ୍‌ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୋଲିସର କହିବାନୁସାରେ, ସାଧାରଣତଃ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଏଭଳି ଆଲର୍ଟ ଜାରି କରାଯାଇଥାଏ। ତେବେ ଏବେ ଯେଉଁ ଆଲର୍ଟ ଜାରି କରାଯାଇଛି ଆମେ ତାହାକୁ ଗୁରୁତ୍ୱର ସହ ନେଉଛୁ। […]

delhi

delhi

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 09:10 AM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଦିଲ୍ଲୀ। ଏନେଇ ଗୁଇନ୍ଦା ସଂସ୍ଥା ଆଇବି ଆଲର୍ଟ ଜାରି କରିଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ସ୍ଥାନ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଥିବାରୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର,ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେସନ୍ ଓ କିଛି ମଲ୍‌ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପୋଲିସର କହିବାନୁସାରେ, ସାଧାରଣତଃ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଏଭଳି ଆଲର୍ଟ ଜାରି କରାଯାଇଥାଏ। ତେବେ ଏବେ ଯେଉଁ ଆଲର୍ଟ ଜାରି କରାଯାଇଛି ଆମେ ତାହାକୁ ଗୁରୁତ୍ୱର ସହ ନେଉଛୁ। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ ବିମାନବନ୍ଦରରେ କୌଣସି ଆତଙ୍କବାଦୀ ଯେପରି ବିମାନ ହାଇଜେକ୍‌ ନ କରିପାରିବେ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ସେଥିପାଇଁ ସିଆଇଏସ୍‌ଏଫ୍‌ ଯବାନମାନେ ତନ୍ନତନ୍ନ କରି ସମସ୍ତ ଗାଡ଼ି ଯାଞ୍ଚ କରୁଛନ୍ତି।

ଏହି ଆଲର୍ଟ ପଛରେ କୌଣସି ଆତଙ୍କବାଦୀ ସଙ୍ଗଠନର ନାଁ ନିଆଯାଇ ନାହିଁ। ତେବେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ କିମ୍ୱା ଲସ୍କର-ଏ-ତୋଏବା ଉପରେ ସନ୍ଦେହ କରାଯାଉଛି। ଆତଙ୍କବଦୀମାନେ ଦିଲ୍ଲୀରେ ପ୍ରବେଶ କରିଛନ୍ତି କି ନାହିଁ ଏନେଇ ଆଇବି ସ୍ପଷ୍ଟ ସୂଚନା ଦେଇ ନାହିଁ। ଗତ କିଛି ଦିନ ହେବ ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଏହି ଆଲର୍ଟ ଜାରି ହେବା ପରେ ଗୁଇନ୍ଦା ସଂସ୍ଥା କାଶ୍ମୀର ଓ କେରଳ ଆଦି ସ୍ଥାନରେ ଲୋକଙ୍କ ଗତିବିଧି ଉପରେ ଅଧିକ ଧ୍ୟାନ ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story