ଗିରଫଦାରୀରୁ କମଲ ହାସନଙ୍କୁ କୋର୍ଟ ସୁରକ୍ଷା

ଚେନ୍ନାଇ: ଅଭିନେତାରୁ ନେତା ସାଜି ରାଜନୀତିକ ଦଳ ଏମ୍‌ଏନ୍‌ଏମ୍‌ ଗଠନ କରିଥିବା କମଲ ହାସନଙ୍କୁ ଆଜି ମାଡ୍ରାସ ହାଇକୋର୍ଟ ଗିରଫଦାରୀରୁ ଆଗୁଆ ସୁରକ୍ଷା ଦେଇଛନ୍ତି। ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେକୁ ଦେଶର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ହିନ୍ଦୁ ମୁନ୍ନାନି ପାର୍ଟି ପକ୍ଷରୁ କମଲ ହାସନଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ସେ ଗିରଫ ହେବାର ଭୟ ଥିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କମଲ […]

ew

ew

Hemant Lenka
  • Published: Monday, 20 May 2019
  • Updated: 20 May 2019, 05:53 PM IST

Sports

Latest News

ଚେନ୍ନାଇ: ଅଭିନେତାରୁ ନେତା ସାଜି ରାଜନୀତିକ ଦଳ ଏମ୍‌ଏନ୍‌ଏମ୍‌ ଗଠନ କରିଥିବା କମଲ ହାସନଙ୍କୁ ଆଜି ମାଡ୍ରାସ ହାଇକୋର୍ଟ ଗିରଫଦାରୀରୁ ଆଗୁଆ ସୁରକ୍ଷା ଦେଇଛନ୍ତି। ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେକୁ ଦେଶର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିଥିବାରୁ ବିବାଦ ସୃଷ୍ଟି ହୋଇଥିଲା।

ଏଥିପାଇଁ ହିନ୍ଦୁ ମୁନ୍ନାନି ପାର୍ଟି ପକ୍ଷରୁ କମଲ ହାସନଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ସେ ଗିରଫ ହେବାର ଭୟ ଥିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କମଲ ହାସନଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଆଗୁଆ ଜାମିନ ଦେଇଛନ୍ତି।

ତାମିଲନାଡୁର ଆରଭାକୁରୁଚିରୁ ଏମଏନ୍‌ଏମ୍‌ ପାର୍ଟିର ଏସ୍‌ ମୋହନରାଙ୍କ ପାଇଁ କମଲ ହାସନ ଗତ ୧୨ ତାରିଖରେ ପ୍ରଚାର କରୁଥିଲେ। ଏହି ସମୟରେ ସେ ନାଥୁରାମ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ। ଏହାକୁ ନେଇ ଆରଏସ୍‌ଏସ୍‌ ସହ ଜଡ଼ିତ ହିନ୍ଦୁ ମୁନ୍ନାନି ପାର୍ଟି ଆରଭାକୁରୁଚି ପୁଲିସ୍‌ ଷ୍ଟେସନ୍‌ରେ କମଲ ହାସନଙ୍କ ନାଁରେ ଏଫ୍‌ଆଇଆର ଦାଏର କରିଥିଲା।

ପୁଲିସ୍‌ କମଲ ହାସନଙ୍କ ନାଁରେ ଆଇପିସିର ୧୫୩ ଓ ୨୦୯ ଧାରାରେ ମାମଲା ମଧ୍ୟ ରୁଜୁ କରିଥିଲା। ତେଣୁ ଗିରଫଦାରୀରୁ ବର୍ତ୍ତିବା ପାଇଁ କମଲ ହାସନ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ “ମୁଁ କେବଳ ଗଡ୍‌ସେ ବିଷୟରେ କହିଛି।

ହିନ୍ଦୁ ଧର୍ମ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ଗାନ୍ଧିଜୀଙ୍କୁ ଗଡସେ ହତ୍ୟା କରିଥିବା ବହିରେ ମଧ୍ୟରେ ସ୍ୱୀକାର କରାଯାଇଛି। 'ହ୍ୱାଏ ଆଇ କିଲଡ୍‌ ଗାନ୍ଧି'ରେ ପୂରା ଘଟଣା ରହିଛି।” କୋର୍ଟ ହାସନଙ୍କ ଆବେଦନର ଶୁଣାଣି କରି ତାଙ୍କୁ ଆଗୁଆ ଜାମିନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story