ଇ-ମେଲ ମାଧ୍ୟମରେ ଅମିତାଭ କିଏ ବୋଲି ପ୍ରଶ୍ନ କରିଛନ୍ତି ହିଲାରୀ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡମୋକ୍ରାଟିକ୍ ପାର୍ଟିର ଆଶାୟୀ ପାର୍ଥ୍ରୀ ହିଲାରୀ କ୍ଲିଣ୍ଟନଙ୍କ ଇ-ମେଲ ଲିକ୍ ହୋଇଥିବା ଘଟଣା ଏବେ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କ ଇ-ମେଲ କନେକ୍ସନ୍‌କୁ ନେଇ। ତାଙ୍କ ଲିକ୍‌ ମେଲ୍ସ ମଧ୍ୟରୁ ଗୋଟିଏ ମେଲ ବଲିଉଡ ବିଗ୍‌ ବି ଅମିତାଭଙ୍କ ସଂପର୍କରେ ରହିଛି। ମେଲ ମାଧ୍ୟମରେ ହିଲାରୀ, ଅମିତାଭଙ୍କ ପ୍ରତି ଖାସ୍ ରୁଚି ଦେଖାଉଥିବାର ଜଣାପଡ଼ୁଛି। ୱାଶ୍ୱିଂଟନ୍‌ ପୋଷ୍ଟର ରିପୋର୍ଟ ଅନୁଯାୟୀ ଲିକ୍ ହୋଇଥିବା ମେଲ୍ସ ମାନଙ୍କ ମଧ୍ୟରୁ ଅମିତାଭଙ୍କ ସଂପର୍କିତ ଏକ […]

hillari_clinton

hillari_clinton

Rakesh Mallick
  • Published: Saturday, 05 November 2016
  • Updated: 04 May 2017, 03:44 PM IST

Sports

Latest News

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡମୋକ୍ରାଟିକ୍ ପାର୍ଟିର ଆଶାୟୀ ପାର୍ଥ୍ରୀ ହିଲାରୀ କ୍ଲିଣ୍ଟନଙ୍କ ଇ-ମେଲ ଲିକ୍ ହୋଇଥିବା ଘଟଣା ଏବେ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କ ଇ-ମେଲ କନେକ୍ସନ୍‌କୁ ନେଇ। ତାଙ୍କ ଲିକ୍‌ ମେଲ୍ସ ମଧ୍ୟରୁ ଗୋଟିଏ ମେଲ ବଲିଉଡ ବିଗ୍‌ ବି ଅମିତାଭଙ୍କ ସଂପର୍କରେ ରହିଛି। ମେଲ ମାଧ୍ୟମରେ ହିଲାରୀ, ଅମିତାଭଙ୍କ ପ୍ରତି ଖାସ୍ ରୁଚି ଦେଖାଉଥିବାର ଜଣାପଡ଼ୁଛି। ୱାଶ୍ୱିଂଟନ୍‌ ପୋଷ୍ଟର ରିପୋର୍ଟ ଅନୁଯାୟୀ ଲିକ୍ ହୋଇଥିବା ମେଲ୍ସ ମାନଙ୍କ ମଧ୍ୟରୁ ଅମିତାଭଙ୍କ ସଂପର୍କିତ ଏକ ମେଲ ଟ୍ୱିଟରରେ ସେୟାର କରାଯାଇଛି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଇ-ମେଲର ଏକ ଛବିରେ ହିଲାରୀ ନିଜ ଆସିଷ୍ଟାଣ୍ଟଙ୍କୁ ଅମିତାଭ କିଏ ବୋଲି ପ୍ରଶ୍ନ କରୁଥିବାର ଦେଖାଯାଇଛି। ତେବେ ଅମିତାଭଙ୍କୁ ନେଇ ହିଲାରୀଙ୍କ ଏପରି ଇ-ମେଲ ପଛର କାରଣ ଏବେ ସୁଧା ସ୍ପଷ୍ଟ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story