ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ: ଛଅ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିଛି କେନ୍ଦ୍ର। ଏହି ସମୟରେ ଏଫଏସପିଏ ଆଇନ୍ ଲାଗୁ ହେବ। କେନ୍ଦ୍ର ଗୃହମନ୍ତ୍ରାଳୟ ଏନେଇ ବିଜ୍ଞପ୍ତି ଜାରି କରିଛି। ଏହି ଆଇନ୍ ବଳରେ ସୁରକ୍ଷାକର୍ମୀ ସ୍ୱତନ୍ତ୍ର ଅଧିକାର ପାଇବେ। କୌଣସି ବ୍ୟକ୍ତିକୁ ବିନା ସୂଚନା ଦେଇ ସୁରକ୍ଷା କର୍ମୀ ଗିରଫ କରିପାରିବାର ନିୟମ ରହିଛି। ଆବଶ୍ୟକ ପଡ଼ିଲେ ସୁରକ୍ଷାକର୍ମୀ ବଳ ପ୍ରୟୋଗ କରିପାରିବେ ବୋଲି ଜଣାପଡ଼ିଛି। ଏହି ଏଫଏସପିଏ ଆଇନ୍ ୧୧ ସେପ୍ଟେମ୍ୱର ୧୯୫୮ରେ […]

home-ministry

home-ministry

Subhransu Sekhar
  • Published: Wednesday, 30 December 2020
  • Updated: 30 December 2020, 08:14 PM IST

ନୂଆଦିଲ୍ଲୀ: ଛଅ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିଛି କେନ୍ଦ୍ର। ଏହି ସମୟରେ ଏଫଏସପିଏ ଆଇନ୍ ଲାଗୁ ହେବ। କେନ୍ଦ୍ର ଗୃହମନ୍ତ୍ରାଳୟ ଏନେଇ ବିଜ୍ଞପ୍ତି ଜାରି କରିଛି। ଏହି ଆଇନ୍ ବଳରେ ସୁରକ୍ଷାକର୍ମୀ ସ୍ୱତନ୍ତ୍ର ଅଧିକାର ପାଇବେ। କୌଣସି ବ୍ୟକ୍ତିକୁ ବିନା ସୂଚନା ଦେଇ ସୁରକ୍ଷା କର୍ମୀ ଗିରଫ କରିପାରିବାର ନିୟମ ରହିଛି। ଆବଶ୍ୟକ ପଡ଼ିଲେ ସୁରକ୍ଷାକର୍ମୀ ବଳ ପ୍ରୟୋଗ କରିପାରିବେ ବୋଲି ଜଣାପଡ଼ିଛି। ଏହି ଏଫଏସପିଏ ଆଇନ୍ ୧୧ ସେପ୍ଟେମ୍ୱର ୧୯୫୮ରେ ପାରିତ ହୋଇଥିଲା।

https://twitter.com/ANI/status/1344249207541043201?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story