ମୁମ୍ବାଇରେ ବିଲଡିଂ ଭୁଶୁଡ଼ିବା ଘଟଣା ନୂଆ ନୁହେଁ

ମୁମ୍ବାଇ: ପୁଣିଥରେ ବିଲିଡିଂ ଭୁଶୁଡ଼ିବା ଘଟଣାକୁ ନେଇ ଚର୍ଚ୍ଚାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। ଆଜି ମୁମ୍ବାଇର ଡୋଙ୍ଗ୍ରୀ ଠାରେ ଥିବା ଏକ ଆବାସିକ ବିଲଡିଂ ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଧ୍ୱଂସାବଶେଷ ତଳେ ଚାପି ରହିଥିବା ଆଶଙ୍କା କରାଯାଇଛି। ତେବେ ମୁମ୍ବାଇରେ ଏଭଳି ବିଲଡିଂ ଭୁଶୁଡ଼ିବା କିଛି ନୂଆ କଥା ନୁହେଁ। ଏହାପୂର୍ବରୁ ଅନେକ ଥର ମୁମ୍ବାଇରେ ବିଲଡିଂ ଭୁଶୁଡ଼ି ଲୋକଙ୍କ ଜୀବନ ଯାଇଛି। ହେଲେ ସରକାର […]

qw

qw

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 03:53 PM IST

Sports

Latest News

ମୁମ୍ବାଇ: ପୁଣିଥରେ ବିଲିଡିଂ ଭୁଶୁଡ଼ିବା ଘଟଣାକୁ ନେଇ ଚର୍ଚ୍ଚାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। ଆଜି ମୁମ୍ବାଇର ଡୋଙ୍ଗ୍ରୀ ଠାରେ ଥିବା ଏକ ଆବାସିକ ବିଲଡିଂ ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଧ୍ୱଂସାବଶେଷ ତଳେ ଚାପି ରହିଥିବା ଆଶଙ୍କା କରାଯାଇଛି।

ତେବେ ମୁମ୍ବାଇରେ ଏଭଳି ବିଲଡିଂ ଭୁଶୁଡ଼ିବା କିଛି ନୂଆ କଥା ନୁହେଁ। ଏହାପୂର୍ବରୁ ଅନେକ ଥର ମୁମ୍ବାଇରେ ବିଲଡିଂ ଭୁଶୁଡ଼ି ଲୋକଙ୍କ ଜୀବନ ଯାଇଛି। ହେଲେ ସରକାର କେବଳ ଅନ୍ୟକୁ ଦୋଷ ଦେଇ ଚୁପ ବସି ଯାଉଛନ୍ତି।

୧: ଏପ୍ରିଲ ୨୦୧୩: ଥାଣେରେ ବିଲଡିଂ ଭୁଶୁଡ଼ି ୭୪ ମୃତ- ୨୦୧୩ ମସିହା ଏପ୍ରିଲ ୪ରେ ଥାଣେରେ ଏକ ଆବାସିକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା। ଏହା ଏକ ଭୟଙ୍କର ଘଟଣା ଥିଲା ଓ ୭୪ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରେ ୧୮ ଜଣ ଶିଶୁ ରହିଥିଲେ। ଭୁଶୁଡ଼ି ପଡ଼ିଥିବା ବିଲଡିଂର ଉପର ଭାଗ କାମ ଚାଲିଥିବା ବେଳେ ତଳ ମହଲାରେ ଲୋକ ରହୁଥିଲେ। ମାତ୍ର ୬ ସପ୍ତାହରେ ୮ ମହଲାର କୋଠା ନିର୍ମାଣ ହୋଇଥିଲା।

୨: ସେପ୍ଟେମ୍ବର ୨୦୧୩: ମଜଗାଓଁରେ ବିଲଡିଂ ଭୁଶୁଡ଼ି ୬୧ ମୃତ- ୨୦୧୩ ମସିହା ସେପ୍ଟେମ୍ବର ୨୭ ତାରିଖରେ ମଜଗାଓଁ ଅଞ୍ଚଳରେ ଏକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୬୧ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ଏହି ବିଲଡିଂଟି ୩୨ ବର୍ଷ ପୁରୁଣା ଥିଲା। ଏଠାରେ ୧୦୦ରୁ ଅଧିକ ଲୋକ ରହୁଥିଲେ। ହେଲେ ସରକାର କିମ୍ବା ପୌର ପାଳିକା ଏହାର ମରାମତି କରୁ ନଥିଲେ।

୩: ସେପ୍ଟେମ୍ବର ୨୦୧୭: ଭିଣ୍ଡି ବଜାରରେ ବିଲଡିଂ ଭୁଶୁଡ଼ି ୩୩ ମୃତ-ଦକ୍ଷିଣ ମୁମ୍ବାଇ ଭିଣ୍ଡି ବଜାର ଠାରେ ଥିବା ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଏଥିରେ ୩୩ ଜଣଙ୍କ ମୃତ୍ୟୁ ଘଟିଥିଲା। ହୁସେଇନୀ ନାମକ ଏହି ବିଲଡିଂଟି ୧୧୭ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ବକ୍ରି ଇଦ୍‌ ଦିନ ହିଁ ଏହି ଘଟଣା ଘଟିଥିଲା।

୪: ଡିସେମ୍ବର ୨୦୧୮- ଗୋରେଗାଓଁରେ ବିଲଡିଂ ଭୁଶୁଡ଼ି ୩ ମୃତ- ମୁମ୍ବାଇର ଗୋରେଗାଓଁରେ ଥିବା ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୮ ଜଣ ଆହତ ହୋଇଥିଲେ। ଆଜାଦ ମୈଦାନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମୃତାହତ ବ୍ୟକ୍ତି ଉକ୍ତ ବିଲଡିଂରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story