ଖୋଲୁଛି ବି.ଚନ୍ଦ୍ରକଳାଙ୍କ କଳା କାରନାମାର ଗୁମର

ନୂଆଦିଲ୍ଲୀ:ଦୁର୍ନୀତି ବିରୋଧୀ ଇମେଜ୍‌ ଏବଂ ଜଣେ ସଚ୍ଚୋଟ୍‌ ଆଇଏଏସ୍‌ ଅଫିସରଭାବେ ଅତି କମ୍‌ ଦିନରେ ଲୋକପ୍ରିୟ ହୋଇପାରିଥିବା ଲେଡି ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳାଙ୍କ କଳାକାରନାମାର ଗୁମର ଧୀରେ ଧୀରେ ଖୋଲୁଛି। ବେଆଇ ବାଲି ଖନନ ମାମଲାରେ ସିବିଆଇ ଜାଲରେ ଛନ୍ଦି ହୋଇଥିବା ଏହି ଆଇଏଏସ୍ ଅଫିସରଙ୍କ ଦୁର୍ନୀତି ପେଡ଼ି ଉପରୁ ପରଦା ହଟୁଛି। ୟୁପିର ହମିରୁପୁରର ଜିଲ୍ଲାପାଳ ଥିବା ବେଳେ ବି.ଚନ୍ଦ୍ରକଳା ବେଆଇନ ମୋରମ ଖନନ ପାଇଁ ୫୦ଟି ପଟ୍ଟାର ଲିଜ୍‌ ଦେଇ ଥିବା ତଦନ୍ତରୁ ଜଣାପଡ଼ିଛି। […]

vv-1

vv-1

Tapas Behera
  • Published: Wednesday, 09 January 2019
  • Updated: 09 January 2019, 08:44 PM IST

Sports

Latest News

ନୂଆଦିଲ୍ଲୀ:ଦୁର୍ନୀତି ବିରୋଧୀ ଇମେଜ୍‌ ଏବଂ ଜଣେ ସଚ୍ଚୋଟ୍‌ ଆଇଏଏସ୍‌ ଅଫିସରଭାବେ ଅତି କମ୍‌ ଦିନରେ ଲୋକପ୍ରିୟ ହୋଇପାରିଥିବା ଲେଡି ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳାଙ୍କ କଳାକାରନାମାର ଗୁମର ଧୀରେ ଧୀରେ ଖୋଲୁଛି। ବେଆଇ ବାଲି ଖନନ ମାମଲାରେ ସିବିଆଇ ଜାଲରେ ଛନ୍ଦି ହୋଇଥିବା ଏହି ଆଇଏଏସ୍ ଅଫିସରଙ୍କ ଦୁର୍ନୀତି ପେଡ଼ି ଉପରୁ ପରଦା ହଟୁଛି। ୟୁପିର ହମିରୁପୁରର ଜିଲ୍ଲାପାଳ ଥିବା ବେଳେ ବି.ଚନ୍ଦ୍ରକଳା ବେଆଇନ ମୋରମ ଖନନ ପାଇଁ ୫୦ଟି ପଟ୍ଟାର ଲିଜ୍‌ ଦେଇ ଥିବା ତଦନ୍ତରୁ ଜଣାପଡ଼ିଛି।

ଏହି ମାମଲରେ ସିବିଆଇ କେତେକ ସମାଜବାଦୀ ପାର୍ଟି ନେତାଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଏଥିରେ ଆହୁରି ୮ ଜଣ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସରଙ୍କ ସମୃକ୍ତି ଥିବା ସିବିଆଇ ଜାଣିବାକୁ ପାଇଛି।  ତେବେ ବାଲି ଚାଲାଣ ମାମଲାରେ ସାମିଲ ଥିବା ଚନ୍ଦ୍ରକଳାଙ୍କ ଲକ୍ଷ୍ନୌସ୍ଥିତ ହୁସେନଗଜର ବାସଭବନରେ ଚଢାଉ ହୋଇଥିଲା। ଏହି ସମୟରେ ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଚନ୍ଦ୍ରକଳାଙ୍କ ନାଁରେ ପୂର୍ବରୁ ମଧ୍ୟ ଦୁର୍ନୀତି ଅଭିଯୋଗ ହୋଇଥିଲା।

୨୦୧୭ରେ ତାଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରି ନଥିଲେ। ଗୋଟିଏ ବର୍ଷରେ ଚନ୍ଦ୍ରକଳାଙ୍କ ସମ୍ପତ୍ତି ୯୦ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୧୧-୧୨ ଆର୍ଥିକ ବର୍ଷରେ ତାଙ୍କ ସମ୍ପତ୍ତି କେବଳ ୧୦ଲକ୍ଷ ଟଙ୍କା ଥିଲା। ୨୦୧୩-୧୪ରେ ତାହା ବୃଦ୍ଧି ପାଇ ୧କୋଟି ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story