ଘରେ ବସି ନିଜ ମୋବାଇଲ ନମ୍ବରକୁ କେମିତି କରିବେ ଆଧାର ଲିଙ୍କ

ନୂଆଦିଲ୍ଲୀ: ମୋବାଇଲ ନମ୍ବରକୁ ଆଧାର କାର୍ଡ ଲିଙ୍କ୍‌ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସରକାର ଡିସେମ୍ବର ୩୧ ତାରିଖ ସମୟ ସୀମା ରଖିଥିଲେ। ଯାହାକୁ ବଢାଇ ୨୦୧୮ ମାର୍ଚ୍ଚ ୩୧ ତାରିଖ କରି ଦିଆଯାଇଛି। ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ମୋବାଇଲ ନମ୍ବରକୁ ଆଧାର ଲିଙ୍କ୍ କରିବାକୁ ଆଧାର ଏନରୋଲମେଣ୍ଟ ସେଣ୍ଟରକୁ ଯିବାକୁ ପଡୁଛି। ଏହାବ୍ୟତୀତ ଯଦି ଆପଣଙ୍କ ଗୋଟିଏ ନମ୍ବର ଆଧାର ଲିଙ୍କ୍‌ ହୋଇଛି, ତେବେ ଆପଣ ଅନ୍ୟ ନମ୍ବରକୁ ଅନ୍‌ଲାଇନ୍‌ରେ ଲିଙ୍କ୍‌ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 05:04 PM IST

Sports

Latest News

ନୂଆଦିଲ୍ଲୀ: ମୋବାଇଲ ନମ୍ବରକୁ ଆଧାର କାର୍ଡ ଲିଙ୍କ୍‌ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସରକାର ଡିସେମ୍ବର ୩୧ ତାରିଖ ସମୟ ସୀମା ରଖିଥିଲେ। ଯାହାକୁ ବଢାଇ ୨୦୧୮ ମାର୍ଚ୍ଚ ୩୧ ତାରିଖ କରି ଦିଆଯାଇଛି। ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ମୋବାଇଲ ନମ୍ବରକୁ ଆଧାର ଲିଙ୍କ୍ କରିବାକୁ ଆଧାର ଏନରୋଲମେଣ୍ଟ ସେଣ୍ଟରକୁ ଯିବାକୁ ପଡୁଛି। ଏହାବ୍ୟତୀତ ଯଦି ଆପଣଙ୍କ ଗୋଟିଏ ନମ୍ବର ଆଧାର ଲିଙ୍କ୍‌ ହୋଇଛି, ତେବେ ଆପଣ ଅନ୍ୟ ନମ୍ବରକୁ ଅନ୍‌ଲାଇନ୍‌ରେ ଲିଙ୍କ୍‌ କରି ପାରିବେ। ହେଲେ ଏବେ ଘରେ ବସି ଆଧାର କାର୍ଡକୁ ମୋବାଇଲ ଲିଙ୍କ୍‌ କରି ପାରିବେ। ଏଥିପାଇଁ ସରକାର ଶୀଘ୍ର ନୂଆ ସୁବିଧା ଆଣିବାକୁ ଯାଉଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୂରସଂଚାର ମନ୍ତ୍ରାଳୟ ଘରେ ବସି ମୋବାଇଲ ନମ୍ବରକୁ ଆଧାର ଲିଙ୍କ୍‌ କରିବା ରୂପରେଖ ଉପରେ କାର୍ଯ୍ୟ କରୁଛନ୍ତି। ଦୁଇରୁ ତିନି ଦିନ ମଧ୍ୟରେ ଏନେଇ ଦିଶା ନିର୍ଦ୍ଦେଶ ଜାରି କରାଯିବ ବୋଲି ଜଣାପଡିଛି।

କେମିତି କରିବେ ଲିଙ୍କ୍ ?

ରିପୋର୍ଟ ଅନୁସାରେ ‘OTP’ ମାଧ୍ୟମରେ ଘରେ ବସି ମୋବାଇଲ୍‌ ନମ୍ବରକୁ ଆଧାର ଲିଙ୍କ୍‌ କରାଯିବ। ଏଥିପାଇଁ ଏକ ନମ୍ବର ଜାରି କରାଯିବ। ଆପଣ ଯେଉଁ ନମ୍ବରକୁ ଆଧାର ଲିଙ୍କ୍‌ କରିବାକୁ ଚାହୁଁଛନ୍ତି, ଉକ୍ତ ନମ୍ବରରୁ ଆଧାର ନମ୍ବରକୁ ଜାରି କରାଯାଇଥିବା ନମ୍ବରକୁ ମେସେଜ୍‌ କରିଦେବେ। ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ OTP ଆସିବ। ଏହି OTPକୁ ପୁଣି ଥରେ ଜାରି କରାଯାଇଥିବା ନମ୍ବରକୁ ପଠାଇବାକୁ ପଡିବ। ଏହାକୁ ପଠାଇବା ପରେ ଆପଣଙ୍କ ନମ୍ବର ଆଧାର ଲିଙ୍କ୍‌ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story