ଶାହରୁଖ୍‌ଙ୍କୁ ଡକ୍ଟରେଟ୍‌ ଡିଗ୍ରୀ: ପୁଣି ମନାକଲା ଏଚ୍‌ଆର୍‌ଡି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଅଭିନେତା ଶାହରୁଖ ଖାନଙ୍କୁ ଡକ୍ଟରେଟ୍‌ ଡିଗ୍ରୀ ଦେବାକୁ ଜେଏମ୍‌ଆଇ(ଜାମିଆ ମିଲିଆ ଇସ୍‌ଲାମିୟା) ବିଶ୍ୱବିଦ୍ୟାଳୟର ଆବେଦନକୁ ଅଗ୍ରାହ୍ୟ କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ। ଆର୍‌ଟିଆଇର ସୂଚନା ଅନୁସାରେ, ଶାହରୁଖ ପୂର୍ବରୁ ଅନ୍ୟ ଏକ ବିଶ୍ୱବିଦ୍ୟାଳୟରୁ ଏହି ଡିଗ୍ରୀ ହାସଲ୍‌ କରିଛନ୍ତି ବୋଲି କହି, ମନ୍ତ୍ରଣାଳୟ ଏହି ଆବେଦନକୁ ଖାରଜ କରିଦେଇଛି। କିନ୍ତୁ ବିଶ୍ୱବିଦ୍ୟାଳୟର ଏହି ପ୍ରସ୍ତାବ ଉପରେ ଶାହରୁଖ ନିଜେ ସହମତି ପ୍ରକାଶ କରିଥିଲେ। ଗତବର୍ଷ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପ୍ରସ୍ତାବ ନେଇ ଏଚ୍‌ଆର୍‌ଡି […]

sahrukh

sahrukh

Hemant Lenka
  • Published: Friday, 22 February 2019
  • Updated: 22 February 2019, 10:24 PM IST

Sports

Latest News

ନୂଆଦିଲ୍ଲୀ: ଅଭିନେତା ଶାହରୁଖ ଖାନଙ୍କୁ ଡକ୍ଟରେଟ୍‌ ଡିଗ୍ରୀ ଦେବାକୁ ଜେଏମ୍‌ଆଇ(ଜାମିଆ ମିଲିଆ ଇସ୍‌ଲାମିୟା) ବିଶ୍ୱବିଦ୍ୟାଳୟର ଆବେଦନକୁ ଅଗ୍ରାହ୍ୟ କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ।

ଆର୍‌ଟିଆଇର ସୂଚନା ଅନୁସାରେ, ଶାହରୁଖ ପୂର୍ବରୁ ଅନ୍ୟ ଏକ ବିଶ୍ୱବିଦ୍ୟାଳୟରୁ ଏହି ଡିଗ୍ରୀ ହାସଲ୍‌ କରିଛନ୍ତି ବୋଲି କହି, ମନ୍ତ୍ରଣାଳୟ ଏହି ଆବେଦନକୁ ଖାରଜ କରିଦେଇଛି। କିନ୍ତୁ ବିଶ୍ୱବିଦ୍ୟାଳୟର ଏହି ପ୍ରସ୍ତାବ ଉପରେ ଶାହରୁଖ ନିଜେ ସହମତି ପ୍ରକାଶ କରିଥିଲେ।

ଗତବର୍ଷ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପ୍ରସ୍ତାବ ନେଇ ଏଚ୍‌ଆର୍‌ଡି ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା। ତେବେ ସମାନ କଥା କହି ମନ୍ତ୍ରଣାଳୟ ଉକ୍ତ ପ୍ରସ୍ତାବକୁ ଖାରଜ୍ କରିଦେଇଥିଲା। ଦ୍ୱିତୀୟ ଥର ଉକ୍ତ ଡିଗ୍ରୀ ଦେବା ନେଇ କୌଣସି କଡ଼ା ନିୟମ ଯଦିଓ ନାହିଁ, କିନ୍ତୁ ବାରମ୍ବାର ଏପରି ହେବା ନିରାଶାଜନକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ତେବେ ପୂର୍ବରୁ ୨୦୧୬ରେ ଶାହରୁଖ ମୌଲାନା ଆଜାଦ୍‌ ନେସନ ୟୁନିଭର୍ସିଟିରୁ ଡକ୍ଟରେଟ୍‌ ଡିଗ୍ରୀ ପାଇସାଛନ୍ତି। ଆର୍‌ଟିଆଇ ସାହାଯ୍ୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ଏହି ସୂଚନା ଦେଇଥିଲା ଜେଏମ୍‌ଆଇ ବିଶ୍ୱବିଦ୍ୟାଳୟ। ପ୍ରକାଶ ଥାଉକି, ଶାହରୁଖ ଜେଏମ୍‌ଆଇର ଗଣ ଯୋଗାଯୋଗ ବିଭାଗର ଛାତ୍ର ଥିଲେ। କିନ୍ତୁ କ୍ଲାସ୍‌ରେ ତାଙ୍କର ଉପସ୍ଥାପନ କମ୍‌ ଥିବାରୁ ସେ ଶେଷ ପରୀକ୍ଷା ଦେଇପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story