ଚୋରି ପାଇଁ ମଙ୍ଗଳବାର ଶୁଭ! ପଢ଼ନ୍ତୁ, ଲୁଟେରାର ରୋଚକ ସ୍ପଷ୍ଟୋକ୍ତି

ହାଇଦ୍ରାବାଦ: ବିବାହ, ବ୍ରତ ଓ ଉତ୍ସବ ଭଳି ଚୋରି କରିବା ପାଇଁ ପୁଣି ଶୁଭ ଆଉ ଅଶୁଭ ଦିନ ଥାଏ। ଆପଣ ଆଶ୍ଚର୍ଯ୍ୟ ହୋଇ ପାରନ୍ତି, କିନ୍ତୁ ଆମେ ଆଦୌ ଗପ କହୁ ନାହୁଁ। ହାଇଦ୍ରାବାଦ୍‌ରୁ ଗିରଫ ହୋଇଥିବା ଏକ ପେଷାଦାର ଚୋର ପୁଲିସକୁ ଦେଇଥିବା ବୟାନରେ କହିଛି ଯେ ଚୋରି କରିବାକୁ ମଙ୍ଗଳବାର ତା ପାଇଁ ସବୁବେଳେ ଶୁଭ ହୋଇଥାଏ। ପୁଲିସ୍‌ ନିକଟରେ ଦେଇଥିବା ନିଜ ସ୍ୱୀକାରୋକ୍ତିରେ ଏହି ପେଷାଦାର୍‌ ଚୋର କହିଛି ଯେ ମଙ୍ଗଳବାରକୁ […]

arrest-generic_

arrest-generic_

Rakesh Mallick
  • Published: Wednesday, 24 October 2018
  • Updated: 24 October 2018, 08:35 AM IST

Sports

Latest News

ହାଇଦ୍ରାବାଦ: ବିବାହ, ବ୍ରତ ଓ ଉତ୍ସବ ଭଳି ଚୋରି କରିବା ପାଇଁ ପୁଣି ଶୁଭ ଆଉ ଅଶୁଭ ଦିନ ଥାଏ। ଆପଣ ଆଶ୍ଚର୍ଯ୍ୟ ହୋଇ ପାରନ୍ତି, କିନ୍ତୁ ଆମେ ଆଦୌ ଗପ କହୁ ନାହୁଁ। ହାଇଦ୍ରାବାଦ୍‌ରୁ ଗିରଫ ହୋଇଥିବା ଏକ ପେଷାଦାର ଚୋର ପୁଲିସକୁ ଦେଇଥିବା ବୟାନରେ କହିଛି ଯେ ଚୋରି କରିବାକୁ ମଙ୍ଗଳବାର ତା ପାଇଁ ସବୁବେଳେ ଶୁଭ ହୋଇଥାଏ।

ପୁଲିସ୍‌ ନିକଟରେ ଦେଇଥିବା ନିଜ ସ୍ୱୀକାରୋକ୍ତିରେ ଏହି ପେଷାଦାର୍‌ ଚୋର କହିଛି ଯେ ମଙ୍ଗଳବାରକୁ ଶୁଭ ବୋଲି ଭାବି ସେ ସପ୍ତାହରେ କେବଳ ଏହି ଦିନରେ ହିଁ ଚୋରି କରିଥାଏ।

ହାଇଦ୍ରାବାଦ୍‌ ପୁଲିସ୍‌ ଗିରଫ କରିଥିବା ଏହି ଅନ୍ଧବିଶ୍ୱାସୀ ଚୋର ହେଉଛି ମହମ୍ମଦ ସମୀର୍‌ ଖାନ୍‌। ସେ ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ କେବଳ ମଙ୍ଗଳବାର ହିଁ ଚୋରି କରିଥାଏ।
ମହମ୍ମଦ ସମୀର ଖାନ୍ ଓ ତା'ର ସାଥୀ ମହମ୍ମଦ ସୋଏବ୍‌କୁ ହାଇଦ୍ରାବାଦ୍‌ ପୁଲିସ୍‌ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ୨୧ ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରିଛି।

ପୁଲିସ୍‌ର କହିବା ଅନୁସାରେ, ସମୀର୍‌ର ଆଖିକୁ ଭଲ ଦିଶୁ ନଥିବାରୁ ସେ କେବଳ ଦିନବେଳା ହିଁ ଚୋରି କରିଥାଏ ଏବଂ ଏବଂ ଏଥିରେ ସୋଏବ୍‌ ତାକୁ ସହଯୋଗ କରେ।

ସମୀର ଖାନ୍‌ଙ୍କର ବଂଶଧର ଆଫଗାନିସ୍ତାନରେ ରୁହନ୍ତି। ତେବେ ସେ ବାଙ୍ଗାଲୋର୍‌ରେ ରହୁଥିଲା ଏବଂ ତା' ମା'ଙ୍କ ସହ କିଛି ବର୍ଷ ତଳୁ ହାଇଦ୍ରାବାଦ୍‌କୁ ଚାଲି ଆସିଛି। ଆଦୌ ପାଠ ପଢ଼ି ନଥିବା ସମୀର୍‌ କେବଳ କନ୍ନଡ଼ ଓ ଉର୍ଦ୍ଦୁରେ କଥା କୁହେ। ସମୀରର ସହଯୋଗୀ ସୋଏବ୍‌ର ଘର ହାଇଦ୍ରାବାଦ୍‌ ନିକଟ ଓଲ୍‌ଡ୍‌ ମଲକ୍‌ପେଟ୍‌।

ଗିରଫ ପରେ ସମୀର ଖାନ୍‌ ପୁଲିସକୁ ଦେଇଥିବା ସ୍ୱୀକାରୋକ୍ତି ଅନୁସାରେ, ଚୋରିରେ ସଫଳ ହେବା ପାଇଁ ସେ ମଙ୍ଗଳବାରକୁ ଶୁଭ ବୋଲି ବିଶ୍ୱାସ କରେ। ଏହି ମଙ୍ଗଳବାର ସେ ଓ ସାଏବ୍‌
ବାଇକ୍‌ରେ ହେଲ୍‌ମେଟ୍‌ ପିନ୍ଧି ଚୋରି କରିବାକୁ ଯାଆନ୍ତି। ତାଲା ପଡ଼ିଥିବା ଘର ବାହାରେ ଜଣେ ଜଗି ରହୁଥିବାବେଳେ ଅନ୍ୟ ଜଣେ ଭିତରେ ପଶି ଲୁଟ୍‌ କରେ। ୧୦ ମିନିଟ୍‌ରେ ଦୁହେଁ ସେମାନଙ୍କ ଅପରେସନ୍‌ ଶେଷ କରି ଦିଅନ୍ତି।

ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ସେମାନେ ୩୦ରୁ ଅଧିକ ଚୋରି କରିଥିବା ପୁଲିସ୍‌ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story