ଗଙ୍ଗାଜଳ ନେଇ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ: ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତର ପ୍ରଦେଶର ଆଇଏଏସ୍‌ ଅଫିସର ରବୀନ୍ଦ୍ର କୁମାର। ସେ ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟରୁ ସମଗ୍ର ଦେଶ ତଥା ବିଶ୍ୱକୁ ସ୍ୱଚ୍ଛ ଭାରତ ତଥା ସ୍ୱଚ୍ଛ ଗଙ୍ଗାର ବାର୍ତ୍ତା ଦେଇଛନ୍ତି। ସେ ଗଙ୍ଗାଜଳ ନେଇ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିଛନ୍ତି। ଶ୍ରୀ କୁମାର ବର୍ତ୍ତମାନ ଭାରତ ସରକାରଙ୍କ ପିଇବା ପାଣି ଓ ସ୍ୱଚ୍ଛତା ବିଭାଗରେ କାମ କରୁଛନ୍ତି। ମେ’ ୨୩ରେ ସେ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିଥିଲେ। ସେ ତାଙ୍କ ପର୍ବତ ଚଢ଼ିବା ମିଶନର […]

pi

pi

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 05:41 PM IST

Sports

Latest News

ନୂଆଦିଲ୍ଲୀ: ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତର ପ୍ରଦେଶର ଆଇଏଏସ୍‌ ଅଫିସର ରବୀନ୍ଦ୍ର କୁମାର। ସେ ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟରୁ ସମଗ୍ର ଦେଶ ତଥା ବିଶ୍ୱକୁ ସ୍ୱଚ୍ଛ ଭାରତ ତଥା ସ୍ୱଚ୍ଛ ଗଙ୍ଗାର ବାର୍ତ୍ତା ଦେଇଛନ୍ତି। ସେ ଗଙ୍ଗାଜଳ ନେଇ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିଛନ୍ତି। ଶ୍ରୀ କୁମାର ବର୍ତ୍ତମାନ ଭାରତ ସରକାରଙ୍କ ପିଇବା ପାଣି ଓ ସ୍ୱଚ୍ଛତା ବିଭାଗରେ କାମ କରୁଛନ୍ତି। ମେ’ ୨୩ରେ ସେ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିଥିଲେ। ସେ ତାଙ୍କ ପର୍ବତ ଚଢ଼ିବା ମିଶନର ନାଁ ସ୍ୱଚ୍ଛ ଗଙ୍ଗା, ସ୍ୱଚ୍ଛ ଭାରତ ଏଭରେଷ୍ଟ ଅଭିଯାନ-୨୦୧୯ ରଖିଛନ୍ତି। ଗଙ୍ଗା ନଦୀରୁ ଜଳ ଏକ ପାତ୍ରରେ ଧରି ସେ ପର୍ବତ ଚଢ଼ିବା ଆରମ୍ଭ କରିଥିଲେ। ଗଙ୍ଗା ନଦୀ ଓ ଭାରତକୁ କେମିତି ସ୍ୱଚ୍ଛ ରଖାଯିବ, ସେ ଏଭରେଷ୍ଟ ଶୃଙ୍ଗରୁ ସେହି ବାର୍ତ୍ତା ଦେଶବାସୀଙ୍କୁ ଦେଇଛନ୍ତି।

ଶ୍ରୀ କୁମାର କହିଛନ୍ତି, ବର୍ତ୍ତମାନ ଦେଶରେ ଉତ୍କଟ ଜଳ ସମସ୍ୟା ରହିଛି। ଜଳ ନଷ୍ଟ ନ କରି ଏହାକୁ ସଂରକ୍ଷଣ କରିବା ପାଇଁ ଲୋକଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବାକୁ ଏଭଳି ପର୍ବତ ଆରୋହଣ ଅଭିଯାନ ଆରମ୍ଭ କରିଛି। ଆଗକୁ ଦେଶରେ ଜଳ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ମୁଁ ଏଭଳି ଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଛି ବୋଲି ସେ କହିଛନ୍ତି।

ରବୀନ୍ଦ୍ର କୁମାର ହେଉଛନ୍ତି ପ୍ରଥମ ଆଇଏଏସ୍‌ ଯିଏ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚି ପାରିଛନ୍ତି। ଶ୍ରୀ କୁମାର ଏପ୍ରିଲ ୧୦ରେ ଦିଲ୍ଲୀ ଛାଡ଼ି ସେହିଦିନ ହିଁ କାଠମାଣ୍ଡୁରେ ପହଞ୍ଚିଥିଲେ। ସେ ସେଠାରୁ ପର୍ବତ ଚଢ଼ିବା ପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିବା ପରେ ଏପ୍ରିଲ ୧୨ରେ କାଠମାଣ୍ଡୁରୁ ଏଭେରଷ୍ଟ ବେସ୍‌ କ୍ୟାମ୍ପ ଅଭିମୁଖେ ଯାଇଥିଲେ। ଏପ୍ରିଲ ୧୮ରୁ ପର୍ବତ ଆରୋହଣ ଆରମ୍ଭ କରି ୨୩ ତାରିଖରେ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story