ଏହି ୧୦ ରାଜ୍ୟ କରୋନାକୁ ହରାଇ ପାରିଲେ ଭାରତ ଜିତିବ ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ବର୍ତ୍ତମାନର ସ୍ଥିତି ଯାହା ଏଭଳି ସ୍ଥିତିରେ ଭାରତ ସେତେବେଳେ କରୋନା ଯୁଦ୍ଧରେ ବିଜୟୀ ହୋଇପାରିବ ଯେତେବେଳେ ଦେଶର ୧୦ଟି ରାଜ୍ୟ ଏହାକୁ ହରାଇପାରିବେ। ୧୦ ରାଜ୍ୟ କରୋନାକୁ ମାତ ଦେଇପାରିଲେ, ଭାରତ ନିଶ୍ଚିତ ଏହି ଯୁଦ୍ଧରେ ବିଜୟୀ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଦ୍ୱାରା ମୋଦି ଆଜି ଆଲୋଚନା କରିଛନ୍ତି। ଏହି ୧୦ ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, […]

u

u

Hemant Lenka
  • Published: Tuesday, 11 August 2020
  • Updated: 11 August 2020, 05:14 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନର ସ୍ଥିତି ଯାହା ଏଭଳି ସ୍ଥିତିରେ ଭାରତ ସେତେବେଳେ କରୋନା ଯୁଦ୍ଧରେ ବିଜୟୀ ହୋଇପାରିବ ଯେତେବେଳେ ଦେଶର ୧୦ଟି ରାଜ୍ୟ ଏହାକୁ ହରାଇପାରିବେ। ୧୦ ରାଜ୍ୟ କରୋନାକୁ ମାତ ଦେଇପାରିଲେ, ଭାରତ ନିଶ୍ଚିତ ଏହି ଯୁଦ୍ଧରେ ବିଜୟୀ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଦ୍ୱାରା ମୋଦି ଆଜି ଆଲୋଚନା କରିଛନ୍ତି। ଏହି ୧୦ ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ପଞ୍ଜାବ ଓ କର୍ଣ୍ଣାଟକା।

ମୋଦି କହିଛନ୍ତି, ସ୍ଥିତିକୁ ଦେଖିଲେ ଲାଗୁଛି ଦେଶର ୮୦% କରୋନା କେସ ଏହି ୧୦ ରାଜ୍ୟରୁ ଆସିଛି। ତେଣୁ ଯଦି ଏହି ୧୦ ରାଜ୍ୟରେ କରୋନାକୁ ଆମେ ହରାଇ ପାରିବା, ତା’ହେଲେ ଭାରତ ବିଜୟୀ ହୋଇପାରିବ। ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ଟେଷ୍ଟିଂ ସଂଖ୍ୟା ଅଧିକା କରାଯିବାର ଆବଶ୍ୟକ ରହିଛି।

ବିଶେଷଜ୍ଞମାନେ କହିଛନ୍ତି, ଯଦି ଆମେ ୭୨ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣକୁ ଚିହ୍ନଟ କରିପାରିବା, ତା’ହେଲେ ଏହାର ଭୟାବହତାକୁ ଅନେକ ପରିମାଣରେ ରୋକି ପାରିବା। ତେଣୁ ୭୨ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମର ଏଯାଏ ହୋଇଥିବା ଅଭିଜ୍ଞତା ଅନୁଯାୟୀ, କୋଭିଡ-୧୯ ବିରୋଧରେ ପ୍ରମୁଖ ଅସ୍ତ୍ର ହେଉଛି କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ। ତେଣୁ ଟେଷ୍ଟିଂକୁ ଅଧିକ କରିବା ଦିଗ ଉପରେ ସମସ୍ତେ ଗୁରୁତ୍ୱ ଦେବା ଦରକାର ବୋଲି ମୋଦି କହିଛନ୍ତି।

ଆଜି ଦିନ ୧୧ଟାରୁ ଆରମ୍ଭ ହୋଇଥିବା ବୈଠକ ବେଶ କିଛି ଘଣ୍ଟା ଧରି ଚାଲିଥିଲା। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଥିବା ବେଳେ କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story