ଭାରତକୁ ସ୍ୱଚ୍ଛତା ପାଠ ପଢ଼ାଇଲା ଆଇଏମ୍‌ଏଫ୍‌

ମୁମ୍ବାଇ: ଭାରତ ଅର୍ଥନୀତିକ ସ୍ଥିତି ସମ୍ପର୍କିତ ଅଙ୍କ ସାର୍ବଜନୀନ କରିବାରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରୁ ବୋଲି ପରାମର୍ଶ ଦେଇଛି ଅନ୍ତର୍ଜାତୀୟ ମନିଟାରୀ ଫଣ୍ଡ। ଭାରତ ଜି୨୦ ରାଷ୍ଟ୍ରସମୂହଙ୍କ ମଧ୍ୟରେ ସ୍ୱଚ୍ଛତା କ୍ଷେତ୍ରରେ ବହୁତ ପଛୁଆ ଥିବାରୁ ଆଇଏମ୍‌ଏଫ୍‌ର କିଛି ବରିଷ୍ଠ ଅଧିକାରୀ ଏଭଳି ପରାମର୍ଶ ଦେଇଛନ୍ତି। ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି, ଭାରତ ସରକାର ଗତ କିଛି ବର୍ଷ ହେଲା ବଜେଟ୍‌ର ଆର୍ଥିକ ଟାର୍ଗେଟ୍‌ ପୂରଣ କରିପାରିନାହାନ୍ତି। ବର୍ତ୍ତମାନ ଏକ ବିଶ୍ୱସନୀୟ ଆର୍ଥିକ କନ୍‌ସୋଲିଡେସନ୍‌ର ଆବଶ୍ୟକତା ଅଛି। […]

IMF LOGO

IMF LOGO

Subrat Kumar Nayak
  • Published: Thursday, 07 November 2019
  • Updated: 07 November 2019, 04:11 PM IST

Sports

Latest News

ମୁମ୍ବାଇ: ଭାରତ ଅର୍ଥନୀତିକ ସ୍ଥିତି ସମ୍ପର୍କିତ ଅଙ୍କ ସାର୍ବଜନୀନ କରିବାରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରୁ ବୋଲି ପରାମର୍ଶ ଦେଇଛି ଅନ୍ତର୍ଜାତୀୟ ମନିଟାରୀ ଫଣ୍ଡ। ଭାରତ ଜି୨୦ ରାଷ୍ଟ୍ରସମୂହଙ୍କ ମଧ୍ୟରେ ସ୍ୱଚ୍ଛତା କ୍ଷେତ୍ରରେ ବହୁତ ପଛୁଆ ଥିବାରୁ ଆଇଏମ୍‌ଏଫ୍‌ର କିଛି ବରିଷ୍ଠ ଅଧିକାରୀ ଏଭଳି ପରାମର୍ଶ ଦେଇଛନ୍ତି।

ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି, ଭାରତ ସରକାର ଗତ କିଛି ବର୍ଷ ହେଲା ବଜେଟ୍‌ର ଆର୍ଥିକ ଟାର୍ଗେଟ୍‌ ପୂରଣ କରିପାରିନାହାନ୍ତି। ବର୍ତ୍ତମାନ ଏକ ବିଶ୍ୱସନୀୟ ଆର୍ଥିକ କନ୍‌ସୋଲିଡେସନ୍‌ର ଆବଶ୍ୟକତା ଅଛି। କର୍ପୋରେଟ୍‌ ଟ୍ୟାକ୍ସ କଟ୍‌ ଫଳରେ ୧.୪୫ ଲକ୍ଷ କୋଟି ଟଙ୍କାର ଟାର୍ଗେଟ୍‌ କିଭଳି ହାସଲ କରିବେ ତାହା ମଧ୍ୟ ସରକାର କହିନାହାନ୍ତି।

ଆକଳନରେ ୧.୭ ଲକ୍ଷ କୋଟି ଟଙ୍କାର ଶୂନ୍ୟସ୍ଥାନ ବାବଦରେ ବଜେଟ୍‌ ଗଣିତରେ ଉତ୍ତର ନଥିବା ଏବଂ ୧୦୦ ରୁ ଊର୍ଦ୍ଧ୍ୱ ଅର୍ଥନୀତିଜ୍ଞ ଏହାକୁ ନେଇ ପ୍ରଶ୍ନ ଉଠାଇବା ପରେ ଆଇଏମ୍‌ଏପ୍‌ ଏଭଳି ମନ୍ତବ୍ୟ ରଖିଛି। ଆଇଏମ୍‌ଏଫ୍‌ର ଡେପୁଟୀ ଡାଇରେକ୍ଟର ଆନ୍ନେ ମ୍ୟାରି ଗୁଲ୍ଡେ କହିଛନ୍ତି, “ଅର୍ଥନୀତିକ ସ୍ୱଚ୍ଛତା ବୃଦ୍ଧି ପାଇବା ଦରକାର। ଘରୋଇ କ୍ଷେତ୍ର ଆର୍ଥିକ ସ୍ଥିତି ବାବଦରେ ସ୍ପଷ୍ଟ ଚିତ୍ର ଜାଣିବା ସମସ୍ୟାରେ ପରିଣତ ହୋଇଛି। ଆର୍ଥିକ ସ୍ୱଚ୍ଛତା ସମ୍ପର୍କିତ ଜି୨୦ ଡାଟା ଦେବାରେ ଭାରତ ବିଫଳ ହୋଇଛି। ଅନ୍ୟପକ୍ଷରେ ଅନ୍ୟରାଷ୍ଟ୍ରମାନେ ବେଶ୍‌ ଆଗରେ ଅଛନ୍ତି।”

କର୍ପୋରେଟ୍‌ ଟ୍ୟାକ୍ସ କଟ୍‌ ବାବଦରେ ମଧ୍ୟ ସେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଆମେ ଅନୁଭବ କରୁଛୁ ରାଜସ୍ୱ ପ୍ରଭାବ ସବୁବେଳେ ଆଗକୁ ବଢ଼ିବା ବିଷୟରେ ଚିନ୍ତା କରିବା କଥା। ଆମେ ଆହ୍ୱାନ କରିବୁ ଆର୍ଥିକ ନୀତି ବାସ୍ତବ ଦିଗଟିକୁ ଦେଖି ନିର୍ଦ୍ଧାରଣ କରାଯାଉ। ଫଳରେ ଘରୋଇ କ୍ଷେତ୍ରର ଆଶା ପୂରଣ ହୋଇପାରିବ। ବର୍ତ୍ତମାନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ସତର୍କ ହୋଇ କରିବାକୁ ହେବ ବୋଲି ସେ କହିଛନ୍ତି। ଏପରିକି ଶ୍ରମ, ଜମି ଏବଂ ଅନ୍ୟ କ୍ଷେତ୍ରରେ ସଂସ୍କାର ଆଣି ଅଭିବୃଦ୍ଧି ସୁଦୃଢ଼ କରିବାକୁ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଆର୍ଥିକ ନୀତି ସ୍ଥିତି ସୁଧାରିବା ଦିଗରେ ସହାୟକ ହେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story