ଚିକିତ୍ସା ସମୟରେ ମୁହଁରେ ବିସ୍ଫୋରଣ, ମହିଳା ମୃତ

ଆଲିଗଡ଼:ଆଜି ଉତ୍ତର ପ୍ରଦେଶର ଆଲିଗଡ଼ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରମାନେ ଜଣେ ମହିଳାଙ୍କ ଚିକିତ୍ସା କରୁଥିବା ବେଳେ ହଠାତ୍‌ ତାଙ୍କ ମୁହଁରେ ବିସ୍ଫୋରଣ ହୋଇଥିଲା। ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ରାତିରେ ମହିଳା ଜଣଙ୍କ ବିଷ ପିଇ ଦେଇଥିବାରୁ ତାଙ୍କୁ ଆଲିଗଡ଼ ସ୍ଥିତ ଜେଏନ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ବିଷ ବାହାର କରିବା ପାଇଁ ମହିଳାଙ୍କ ପାଟିରେ ତୁରନ୍ତ ସକସନ୍‌ ପାଇପ୍‌ ଭର୍ତ୍ତି କରିଥିଲେ। ତେବେ ହଠାତ୍‌ ତାଙ୍କ ମୁହଁ […]

d

d

Hemant Lenka
  • Published: Thursday, 16 May 2019
  • Updated: 16 May 2019, 05:10 PM IST

Sports

Latest News

ଆଲିଗଡ଼:ଆଜି ଉତ୍ତର ପ୍ରଦେଶର ଆଲିଗଡ଼ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରମାନେ ଜଣେ ମହିଳାଙ୍କ ଚିକିତ୍ସା କରୁଥିବା ବେଳେ ହଠାତ୍‌ ତାଙ୍କ ମୁହଁରେ ବିସ୍ଫୋରଣ ହୋଇଥିଲା। ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି।

ବୁଧବାର ରାତିରେ ମହିଳା ଜଣଙ୍କ ବିଷ ପିଇ ଦେଇଥିବାରୁ ତାଙ୍କୁ ଆଲିଗଡ଼ ସ୍ଥିତ ଜେଏନ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ବିଷ ବାହାର କରିବା ପାଇଁ ମହିଳାଙ୍କ ପାଟିରେ ତୁରନ୍ତ ସକସନ୍‌ ପାଇପ୍‌ ଭର୍ତ୍ତି କରିଥିଲେ। ତେବେ ହଠାତ୍‌ ତାଙ୍କ ମୁହଁ ଭିତରେ ବିସ୍ଫୋରଣ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରମାନଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ସଲଫ୍ୟୁରିକ ଏସିଡ୍‌ ପିଇଥିଲେ। ସକସନ୍‌ ପାଇପ୍‌ ଦ୍ୱାରା ଅମ୍ଳଜାନ ପାଇବାରୁ ଏହା ହଠାତ୍‌ ବିସ୍ଫୋରଣ ହୋଇଥିଲା। ସିସିଟିଭିରେ ଏହି ଘଟଣା କଏଦ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story