ମୋଦି ସରକାର ୨.୦ର ପ୍ରଥମ ନିଷ୍ପତ୍ତି ସହିଦଙ୍କ ପିଲାଙ୍କ ପାଇଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଶପଥ ନେବାର କିଛି ଘଣ୍ଟା ନପୂରୁଣୁ ନେଇଛନ୍ତି ବଡ଼ ନିଷ୍ପତ୍ତି। ଜାତୀୟ ପ୍ରତିରକ୍ଷା ଫଣ୍ଡ ଅଧୀନରେ ନକ୍ସଲ ଏବଂ ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ପିଲାଙ୍କୁ ଦିଆଯାଉଥିବା ବୃତ୍ତିର ପରିମାଣ ବୃଦ୍ଧି କରାଯାଇଛି। ଏଥିସହ ଏଥିରେ ରାଜ୍ୟସ୍ତରରେ ନିୟୋଜିତ ପୁଲିସ୍‌ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ବର୍ତ୍ତମାନ ସହିଦଙ୍କ ପୁଅଙ୍କ ପାଇଁ ଏବଂ ଝିଅଙ୍କ ପାଇଁ ଦିଆଯାଉଥିବା ବୃତ୍ତିରେ ଯଥାକ୍ରମେ ୨୫% ଏବଂ ୩୩% ବୃଦ୍ଧି କରାଯାଇଛି। ଫଳରେ ସହିଦଙ୍କ ପୁଅଙ୍କୁ […]

modi

modi

Subrat Kumar Nayak
  • Published: Friday, 31 May 2019
  • Updated: 31 May 2019, 06:40 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଶପଥ ନେବାର କିଛି ଘଣ୍ଟା ନପୂରୁଣୁ ନେଇଛନ୍ତି ବଡ଼ ନିଷ୍ପତ୍ତି। ଜାତୀୟ ପ୍ରତିରକ୍ଷା ଫଣ୍ଡ ଅଧୀନରେ ନକ୍ସଲ ଏବଂ ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ପିଲାଙ୍କୁ ଦିଆଯାଉଥିବା ବୃତ୍ତିର ପରିମାଣ ବୃଦ୍ଧି କରାଯାଇଛି। ଏଥିସହ ଏଥିରେ ରାଜ୍ୟସ୍ତରରେ ନିୟୋଜିତ ପୁଲିସ୍‌ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ବର୍ତ୍ତମାନ ସହିଦଙ୍କ ପୁଅଙ୍କ ପାଇଁ ଏବଂ ଝିଅଙ୍କ ପାଇଁ ଦିଆଯାଉଥିବା ବୃତ୍ତିରେ ଯଥାକ୍ରମେ ୨୫% ଏବଂ ୩୩% ବୃଦ୍ଧି କରାଯାଇଛି। ଫଳରେ ସହିଦଙ୍କ ପୁଅଙ୍କୁ ୨ ହଜାର ଟଙ୍କା ବଦଳରେ ୨୫୦୦ ଟଙ୍କା ଏବଂ ଝିଅଙ୍କୁ ୨,୨୫୦ ବଦଳରେ ୩ ହଜାର ଟଙ୍କା ମିଳିବ।

ଏହି ନିଷ୍ପତ୍ତି ନିଆଯିବା ପରେ ମୋଦି ଟ୍ୱିଟ୍‌ କରି ଜଣାଇଛନ୍ତି, ଆମ ସରକାରଙ୍କ ପ୍ରଥମ ନିଷ୍ପତ୍ତି ସେଇମାନଙ୍କ ପାଇଁ ଯେଉଁମାନେ ଆମ ଦେଶର ସୁରକ୍ଷା ଭାର ସମ୍ଭାଳୁଛନ୍ତି। ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଆତଙ୍କବାଦ କିମ୍ବା ନକ୍ସଲ ଆକ୍ରମଣରେ ସହିଦ ପୁଲିସ୍‌ କର୍ମଚାରୀଙ୍କୁ ମଧ୍ୟ ଏହିଁ ଯୋଜନାରେ ସାମିଲ କରାଯାଇଛି।

ଏଥିରେ ଉଭୟ ଆତଙ୍କବାଦ କାର୍ଯ୍ୟକଳାପ ଏବଂ ନକ୍ସଲ ଆକ୍ରମଣ ଭଳି ଘଟଣାରେ ସହିଦ ହୋଇଥିବା ପୁଲିସ୍‌ଙ୍କ ପରିବାରକୁ ସାମିଲ କରାଯାଇଛି। ପୂର୍ବରୁ ସହିଦ ତୁକାରାମ ଓମ୍ବଲେଙ୍କ ଭଳି ପୁଲିସ୍‌ ଅଧିକାରୀଙ୍କ ପିଲାମାନେ ଏହି ବୃତ୍ତି ପାଉନଥିଲେ। ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ସରକାରର ପ୍ରଥମ କ୍ୟାବିନେଟ୍‌ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ଫଳରେ ଆତଙ୍କବାଦୀ ଏବଂ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ପୁଲିସ୍‌ଙ୍କ ପରିବାରକୁ ମଧ୍ୟ ସହାୟତା ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story