‘କୋଭିଡ୍‌-୧୯ଠାରୁ ଆମ ପ୍ରସ୍ତୁତି ଆଗରେ’

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଥିବା କରୋନା ଭାଇରସ୍ର ମୁକାବିଲା ପାଇଁ ଭାରତର ପ୍ରସ୍ତୁତି ବାବଦରେ କେନ୍ଦ୍ର ଆଜି ପକ୍ଷ ରଖିଛି। ଏହାର ଅତି ଭୟାବହତା ଆଶଙ୍କାକୁ ଦୂର କରିବା ସହ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ‘ଓଭର ପ୍ରିପାରେସନ୍’ ମନ୍ତ୍ର ଜରିଆରେ ସରକାର ସର୍ବଦା ଆଗରେ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏହି ଅବସରରେ କହିଛନ୍ତି ଯେ ଏହି ରୋଗର ଭୟାବହତାଠାରୁ ଆଗରେ ରହିବା ପାଇଁ କେନ୍ଦ୍ର […]

covid-19

covid-19

Subrat Kumar Nayak
  • Published: Sunday, 12 April 2020
  • Updated: 12 April 2020, 06:41 PM IST

Sports

Latest News

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଥିବା କରୋନା ଭାଇରସ୍ର ମୁକାବିଲା ପାଇଁ ଭାରତର ପ୍ରସ୍ତୁତି ବାବଦରେ କେନ୍ଦ୍ର ଆଜି ପକ୍ଷ ରଖିଛି। ଏହାର ଅତି ଭୟାବହତା ଆଶଙ୍କାକୁ ଦୂର କରିବା ସହ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ‘ଓଭର ପ୍ରିପାରେସନ୍’ ମନ୍ତ୍ର ଜରିଆରେ ସରକାର ସର୍ବଦା ଆଗରେ ରହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏହି ଅବସରରେ କହିଛନ୍ତି ଯେ ଏହି ରୋଗର ଭୟାବହତାଠାରୁ ଆଗରେ ରହିବା ପାଇଁ କେନ୍ଦ୍ର ସରକାର ନମୁନା ପରୀକ୍ଷା, ତାଲିମ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆଦି କ୍ଷେତ୍ରରେ କ୍ଷମତାକୁ ପର୍ଯ୍ୟାପ୍ତ ପରିମାଣରେ ବୃଦ୍ଧି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସୁଦ୍ଧା ଯଦିଓ ଆମକୁ କୋଭିଡ-୧୯ ରୋଗୀଙ୍କ ପାଇଁ ୧,୬୭୧ ଶଯ୍ୟା ଦରକାର, କିନ୍ତୁ ଆମ ପାଖରେ ୧ ଲକ୍ଷ ୫ ହଜାରରୁ ଅଧିକ ଶଯ୍ୟା ଉପଲବ୍ଧ ଅଛି। ଆମେ କୋଭିଡ -୧୯ ଡାକ୍ତରଖାନା ଏବଂ ଆଇସୋଲେସନ୍ ଶଯ୍ୟା ବୃଦ୍ଧି କରୁଛୁ। ଏହି ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ। ଏହି କାରଣରୁ ଆମେ ଆଗରୁ ପ୍ରସ୍ତୁତ ହେଉଛୁ। କୋଭିଡ୍-୧୯ ମାମଲା ପରିଚାଳନା ପାଇଁ ଡାକ୍ତରୀ ବୃତ୍ତିର ଲୋକଙ୍କ ନିରନ୍ତର ତାଲିମ ଜାତୀୟ ତଥା ରାଜ୍ୟ ସ୍ତରରେ କରାଯାଇଛି। ଆମେ ପ୍ରସ୍ତୁତ ଅଛୁ।”

ଆଇସିଏମ୍ଆର୍ର ଜଣେ ପ୍ରତିନିଧି ପୂର୍ବରୁ କହିଥିଲେ, ସରକାରଙ୍କ ପରୀକ୍ଷା କ୍ଷମତା ଏବେ ୨୧୯ ଲ୍ୟାବ୍କୁ ବୃଦ୍ଧି ପାଇଛି। ଏଥିରୁ ଘରୋଇ କ୍ଷେତ୍ରରେ ୬୮ଟି ହସ୍ପିଟାଲ୍ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଗତ ପାଞ୍ଚ ଦିନ ପାଇଁ ପ୍ରତିଦିନ ହାରାହାରି ପରୀକ୍ଷା ସଂଖ୍ୟା ୧୫ ହଜାରରୁ ଅଧିକ ହୋଇଛି।

ସେ କହିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧,୮୬,୯୦୬ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭,୯୫୩ଟି କୋଭିଡ-୧୯ ପାଇଁ ସକରାତ୍ମକ ବୋଲି ଜଣାପଡିଛି। ଏଥିସହ ଦେଶର ୧୪ଟି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହିତ ଉଭୟ ବେସରକାରୀ ତଥା ସରକାରୀ ମେଡିକାଲ କଲେଜରେ ପରୀକ୍ଷା ସୁବିଧାକୁ ଆହୁରି ବ୍ୟାପକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।”

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଦେଶରେ ଏହି ରୋଗ ବ୍ୟାପିବା ପରଠାରୁ ମୋଟ ୮୪୪୭ ପଜିଟିଭ୍ ମାମଲା ରେକର୍ଡ କରାଯାଇଛି। ଗତକାଲି ଆକ୍ରାନ୍ତ ସଂଖ୍ୟାରେ ୯୦୯ ବ୍ୟକ୍ତି ଯୋଡ଼ି ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୨୭୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story