ପ୍ରତି ସପ୍ତାହରେ ଭାରତ-ଚୀନ୍ ମଧ୍ୟରେ ହେବ ବୈଠକ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳରେ ଦେଖାଦେଇଥିବା ସମସ୍ୟାକୁ ସମାଧାନ କରିବା ପାଇଁ ଭାରତ ଏବଂ ଚୀନ୍ ପ୍ରତି ସପ୍ତାହରେ WMCC (ୱାର୍କିଂ ମେକାନିଜିମ୍ ଫର୍ କନ୍ସଲଟେସନ୍ ଆଣ୍ଡ କୋଡିନେସନ୍) ବୈଠକ କରିବେ। ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ବୈଠକରେ ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ, ପ୍ରତିରକ୍ଷା ମନ୍ତ୍ରାଳୟ ପରି ସୁରକ୍ଷା ବାହିନୀର ଅଧିକାରୀଙ୍କ ସମେତ ଅନେକ ମନ୍ତ୍ରାଳୟର ପ୍ରତିନିଧି ସାମିଲ ହେବେ। ସୂଚନାଯୋଗ୍ୟ, ଜୁନ୍ ୧୫ରେ ଗୁଲଓ୍ୱାନ ଉପତ୍ୟକାରେ ଦୁଇ ଦେଶର ସେନା […]

india_china

india_china

Subhransu Sekhar
  • Published: Sunday, 28 June 2020
  • Updated: 28 June 2020, 09:26 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳରେ ଦେଖାଦେଇଥିବା ସମସ୍ୟାକୁ ସମାଧାନ କରିବା ପାଇଁ ଭାରତ ଏବଂ ଚୀନ୍ ପ୍ରତି ସପ୍ତାହରେ WMCC (ୱାର୍କିଂ ମେକାନିଜିମ୍ ଫର୍ କନ୍ସଲଟେସନ୍ ଆଣ୍ଡ କୋଡିନେସନ୍) ବୈଠକ କରିବେ। ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ବୈଠକରେ ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ, ପ୍ରତିରକ୍ଷା ମନ୍ତ୍ରାଳୟ ପରି ସୁରକ୍ଷା ବାହିନୀର ଅଧିକାରୀଙ୍କ ସମେତ ଅନେକ ମନ୍ତ୍ରାଳୟର ପ୍ରତିନିଧି ସାମିଲ ହେବେ।

ସୂଚନାଯୋଗ୍ୟ, ଜୁନ୍ ୧୫ରେ ଗୁଲଓ୍ୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଦେଶର ୨୦ ଯବାନ ବୀର ଗତି ପ୍ରାପ୍ତି କରିଥିଲେ। ସେହିପରି ଚୀନ ସେନାର ୪୩ ଜଣ ନିହତ ହୋଇଥିବା କୁହାଯାଉଛି। ଚୀନର ବୈଦେଶିକ ମନ୍ତ୍ରାଳୟ ଏହି ସଂଘର୍ଷରେ ତାଙ୍କ ସେନାକୁ କ୍ଷତି ପହଞ୍ଚାଇଛି ବୋଲି କହିଛି, ହେଲେ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେ ନେଇ ସ୍ପଷ୍ଟ କରିନି। ଅନ୍ୟପଟେ ଚୀନର ନାଗରିକ ମୃତ ଯବାନଙ୍କ ବାବଦରେ ସରକାରଙ୍କୁ ତଥ୍ୟ ମାଗୁଥିବା ସୂଚନା ରହିଛି।

ଏହାପରେ ଦୁଇ ଦେଶ ମଧ୍ୟରେ ସାମରିକ ଅଧିକାରୀ ସ୍ତରରେ ବୈଠକ ହୋଇଛି। WMCC ବୈଠକ ମଧ୍ୟ ହୋଇଛି। ଏହି ବୈଠକରେ ଗଲଓ୍ୱାନ ଉପତ୍ୟକାରେ ହୋଇଥିବା ହିଂସାକାଣ୍ଡ ପାଇଁ ଚୀନ୍ ଭାରତକୁ ଦାୟୀ କରିଛି।

ଦୁଇ ଦେଶ ମଧ୍ୟରେ ଏଲଏସିକୁ ନେଇ ଦେଖା ଦେଇଥିବା ବିବାଦ ବୁଝିବା ପାଇଁ ଚୀନ୍ ୧୯୫୯ ମାନଚିତ୍ର ବ୍ୟବହାର କରିବାକୁ ବୈଠକରେ କହିଥିଲେ, କିନ୍ତୁ ଭାରତୀୟ ଦଳ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଗୁଡିକ ସମାନ ମାନଚିତ୍ର ଥିଲା, ଯାହା ୧୯୬୨ ପୂର୍ବରୁ ଆଲୋଚନା କରାଯାଇଥିଲା, ସେତେବେଳେ ମଧ୍ୟ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହି ପ୍ରସଙ୍ଗରେ ୧୯୬୨ ମସିହାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story