ଧାର୍ମିକ ଅସହିଷ୍ଣୁତାକୁ ନେଇ ଆମେରିକାର ରିପୋର୍ଟକୁ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଜାରି କରିଥିବା ‘୨୦୧୮ ଆନ୍ତର୍ଜାତିକ ଧାର୍ମିକ ସ୍ୱାଧିନତା’ ରିପୋର୍ଟକୁ ଭାରତ ଖାରଜ କରିଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆମେରିକା ପକ୍ଷରୁ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭୁଲ୍। ସୂଚନାଯୋଗ୍ୟ, ଆମେରିକା ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୨୦୧୮ରେ କିଛି କଟ୍ଟର ହିନ୍ଦୁ ନେତା ସଂଖ୍ୟାଲଘୁ ଶ୍ରେଣୀର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି ଯେ ଗୋରକ୍ଷା ନାମରେ ଯେଉଁମାନେ […]

Raveesh-kumar(1)

Raveesh-kumar(1)

Subhransu Sekhar
  • Published: Sunday, 23 June 2019
  • Updated: 23 June 2019, 04:42 PM IST

Sports

Latest News

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଜାରି କରିଥିବା ‘୨୦୧୮ ଆନ୍ତର୍ଜାତିକ ଧାର୍ମିକ ସ୍ୱାଧିନତା’ ରିପୋର୍ଟକୁ ଭାରତ ଖାରଜ କରିଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆମେରିକା ପକ୍ଷରୁ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭୁଲ୍।

ସୂଚନାଯୋଗ୍ୟ, ଆମେରିକା ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୨୦୧୮ରେ କିଛି କଟ୍ଟର ହିନ୍ଦୁ ନେତା ସଂଖ୍ୟାଲଘୁ ଶ୍ରେଣୀର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି ଯେ ଗୋରକ୍ଷା ନାମରେ ଯେଉଁମାନେ ହିଂସାକାଣ୍ଡ ଘଟାଇଛନ୍ତି ତାଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଭାରତ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଏହା ଧର୍ମନିରପେକ୍ଷତା ପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି। ସହନଶୀଳତା ଓ ଗ୍ରହଣୀୟତା ସହ ଦୀର୍ଘକାଳର ପ୍ରତିବଦ୍ଧତା ଥିବା ବହୁବିଧ ସମାଜ ପାଇଁ ଭାରତ ଗୌରବାନ୍ଵିତ। ଭାରତ ସମସ୍ତ ନାଗରିକଙ୍କୁ ମୌଳିକ ଅଧିକାରର ଗ୍ୟାରେଣ୍ଟି ଦେଉଛି। ଯେଉଁଥିରେ ଅଳ୍ପ ସଂଖ୍ୟକମାନେ ମଧ୍ୟ ସାମିଲ ରହିଥିବା ସେ କହିଛନ୍ତି।

ଏହାପୂର୍ବରୁ ଗତବର୍ଷ ମଧ୍ୟ ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଅନ୍ତର୍ଜାତୀୟ ଧାର୍ମିକ ସ୍ୱତନ୍ତ୍ରତା ରିପୋର୍ଟ ପ୍ରକାଶ ପାଇଥିଲା। ନରେନ୍ଦ୍ର ମୋଦି ସରକାର ଏବଂ ବିଜେପି ବିରୋଧରେ ଅଳ୍ପସଂଖ୍ୟକଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯାହାକୁ ବିଜେପି ମିଡିଆ ସେଲ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅନୀଲ ବାଲୁନି ଅଭିଯୋଗକୁ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story